Friday, July 17, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର

Sanchar Live by Sanchar Live
July 3, 2025
in ବିଦେଶ
0
ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର
0
SHARES
50
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର । ଆଜି ସକାଳେ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୧ । ପ୍ରାୟ ସକାଳ ୬.୧୦ ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ଫଳରେ ଲୋକେ ଭୟରେ ଘରୁ ବାହାରି ଦୌଡିଥିଲେ । ଯାହାକୁ ସ୍ପଷ୍ଟ କରିଛି NCS ।

NCSର ସୂଚନାନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଅଗଭୀର ଗଭୀରତାରେ ଥିଲା । ଯାହା ଫଳରେ ପୁଣି ଥରେ ଭୂକମ୍ପର ଝଟକା ସମ୍ଭାବନା ସୃଷ୍ଟି କରିଛି । ଯାହା ଗଭୀର ଭୂକମ୍ପ ଅପେକ୍ଷା ଏହା ଅଧିକ ବିପଦପୂର୍ଣ୍ଣ ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ରାତିରେ ମିଆଁମାରରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା ।

ଶୁକ୍ରବାର ରାତି ୧୧.୦୪ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଶୁକ୍ରବାର ରାତି ୧୧.୩୧ ମିନିଟରେ ମିଆଁମାରରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ କହିଛି ଯେ, ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୩୦ କିଲୋମିଟର ତଳେ ରହିଥିଲା । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଫଳରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ ।

ମିଆଁମାରରେ ୨୮ ମାର୍ଚ୍ଚରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୭.୭ । ମିଆଁମାରର ସରକାରଙ୍କ ଅନୁଯାୟୀ, ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ ରହିଥିବା ବେଳେ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୭୦ ଜଣ ନିଖୋଜ ରହିଛନ୍ତି ।

Tags: earth quickmyamar
ShareTweetShareSend
Sanchar Live

Sanchar Live

Next Post
ହିମାଚଳ ପ୍ରଦେଶ ବାଦଲ ଫଟା ବର୍ଷା : ପ୍ରକୃତିର ତାଣ୍ଡବରେ ଗଲାଣି ୧୯ ଜୀବନ

ହିମାଚଳ ପ୍ରଦେଶ ବାଦଲ ଫଟା ବର୍ଷା : ପ୍ରକୃତିର ତାଣ୍ଡବରେ ଗଲାଣି ୧୯ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆକ୍ରମଣରେ ୪୫ ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ
  • ଭକ୍ତଙ୍କୁ ରଥରୁ ଚାହିଁଛି କାଳିଆ
  • କିଡନୀ ଷ୍ଟୋନ୍ ଏବଂ କଫି ମଧ୍ୟରେ ସମ୍ପର୍କ, ଜାଣନ୍ତୁ ଅଜଣା କଥା
  • ପ୍ରେମ ପାଇଁ ଜୀବନ ହାରିଦେଲେ ନର୍ସ
  • ଫିଫା ବିଶ୍ୱକପ: ଫାଇନାଲରେ ସ୍ପେନ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.