Thursday, June 26, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

Sanchar Live by Sanchar Live
June 26, 2025
in ଭାରତ
0
ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ
0
SHARES
13
VIEWS
FacebookTwitter

ସଂଘାଇ କର୍ପୋରେସନ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ପଡ଼ୋଶୀ ପାକିସ୍ତାନକୁ ଭାରତର କଡ଼ା ନିନ୍ଦା। ଆତଙ୍କବାଦ ପ୍ରସଙ୍ଗ ନେଇ ସମାଲୋଚନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଆତଙ୍କବାଦକୁ ଭାରତ ସହ୍ୟ କରିବନି ବୋଲି କହିଲେ ପ୍ରତିରକ୍ଷାମନ୍ତ୍ରୀ। ଟେରରିଜମ୍ ନେଇ ଭାରତ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରି ଆସୁଛି। ଆତଙ୍କବାଦର ଗଡ଼କୁ କୌଣସି ପରିସ୍ଥିତିରେ ଭାରତ ଛାଡ଼ିବନି। ଆତଙ୍କବାଦ ଓ ଶାନ୍ତି ଏକାଠି ଚାଲପାରିବନି ବୋଲି କହିଛନ୍ତି ରାଜନାଥ। ପହଲଗାଓଁ ଆତଙ୍କୀ ହମଲାରେ ଭାରତ ଉଚିତ ଜବାବ ଦେଇଛି। ଆତଙ୍କବାଦୀମାନେ ପହଲଗାଓଁରେ କାପୁରୁଷୋଚିତ ଘଟଣା ଘଟାଇଥିଲେ। ଭାରତ ଏହାର ଉଚିତ ଜବାବ ଦେଇଛି। ନିଜ ଭାଷାରେ ଆତଙ୍କବାଦର ଜବାବ ଦେବାକୁ ପ୍ରସ୍ତୁତ ବୋଲି ଅପରେସନ ସିନ୍ଦୁର ଜରିଆରେ ଭାରତ ଏହା ଦେଖାଇଛି। ଭବିଷ୍ୟତରେ ମଧ୍ୟ ଏପରି ଆକ୍ରମଣର ଉଚିତ ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ସେନା। ଆତଙ୍କବାଦର ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ। ଯେଉଁମାନେ ନିର୍ଦ୍ଦୋଷଙ୍କ ରକ୍ତ ବୁହାଉଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଆତଙ୍କବାଦ ଶାନ୍ତି ପାଇଁ ସବୁଠାରୁ ବଡ଼ ବିପଦ। ଆତଙ୍କବାଦ ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସମସ୍ତ ଦେଶ ପାରସ୍ପରିକ ଏବଂ ସାମୂହିକ ବିକାଶ ପାଇଁ ପରସ୍ପର ସହିତ ଏକାଠି କାମ କରିବାକୁ ପଡିବ। କିଙ୍ଗଦାଓରେ ଚାଲିଛି ସାଂଘାଇ କର୍ପୋରେସନ ସଂଗଠନ ବୈଠକ। ସାମୂହିକ ସୁରକ୍ଷା ପାଇଂ ଆତଙ୍କବାଦ ବିରୋଧ ଲଢ଼େଇରେ ଆମକୁ ଏକ ହେବାକୁ ପଡିବ ବୋଲି କହିଛନ୍ତି ରାଜନାଥ।..

Tags: pakistanrajanath singhterrorist
ShareTweetShareSend
Sanchar Live

Sanchar Live

Next Post
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଜାଣନ୍ତୁ କେତେବେଳେ କଣ?
  • ବାରମ୍ୱାର ଆଙ୍ଗୁଠି ଫୁଟାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…
  • ଆଜ୍ଞାମାଳ ବିଜେ ପରେ ଗଡିଲା ରଥ, ରଥଖଳାରୁ ସିଂହଦ୍ଵାର ନିକଟକୁ ଗଲା ତିନି ରଥ
  • ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.