Wednesday, June 25, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଅଧିକ ଅଣ୍ଡା ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ!

Sanchar Live by Sanchar Live
June 24, 2025
in ଜୀବନ ଶୈଳୀ
0
ଅଧିକ ଅଣ୍ଡା ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ!
0
SHARES
62
VIEWS
FacebookTwitter

ସଂଚାର ବ୍ୟୁରୋ: ସୁସ୍ଥ ଶରୀର ପାଇଁ ଲୋକେ ଅନେକ ଖାଦ୍ୟକୁ ତାଙ୍କ ଖାଇବା ରୁଟିନରେ ଆଡ୍ କରିଥାନ୍ତି । ପ୍ରୋଟିନଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ମଧ୍ୟ ଦେଇଥାନ୍ତି । ଅଣ୍ଡାକୁ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ବେଷ୍ଟ ବୋଲି ମାନାଯାଏ । ସୁସ୍ଥ ଶରୀର ଗଠନ ପାଇଁ ଛୋଟ ପିଲାଙ୍କ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି ବାପା ମା’ । ଅନେକ ଯୁବପିଢ଼ିର ପିଲାମାନେ ମଧ୍ୟ ନିଜ ଡାଏଟ ଲିଷ୍ଟରେ ଅଣ୍ଡାକୁ ବ୍ୟବହାର କରିଥାନ୍ତି । କେହି କେହି ଅଣ୍ଡାକୁ ବ୍ରେକଫାଷ୍ଟ, ଲଞ୍ଚ ଆଉ କେହି କେହି ତ ଡିନରରେ ଅଣ୍ଡା ଖାଇଥାନ୍ତି। ଆମକୁ ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଜାଣିବା।

ରୋଷେଇ ରେ ବିଭିନ୍ନ ପ୍ରକାରରେ ଅଣ୍ଡାକୁ ପ୍ରସ୍ତୁତ କରାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ, ଅଣ୍ଡା ରାସାୟନିକ ପଦାର୍ଥର ଏକ ଉତ୍ସ ହୋଇଥାଏ। ଆହୁରି ମଧ୍ୟ କୁହାଯାଇଛି ଯେ, ଭଜା ଅଣ୍ଡା ଅପେକ୍ଷା ସିଝା ଅଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ସପ୍ତାହରେ ୩ଥରରୁ ଅଧିକ ଥର ଅଣ୍ଡା ଖାଉଛନ୍ତି ତେବେ ୭୧ ପ୍ରତିଶତ ବିପଦ ଆଶଙ୍କା ରହିଛି ।

ସୂଚନାନୁଯାୟୀ, ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ରାଇମେଥାଇଲାମାଇନ୍ ରେ ବଦଳାଇ ଦେଇଥାଏ । ଯାହାଫଳରେ କ୍ୟାନ୍ସର ବୃଦ୍ଧିର କାରଣ ହୋଇଥାଏ । ଯାହାକି ଟ୍ୟୁମର ଏବଂ ଲିଭର କ୍ୟାନ୍ସରର ଆଶଙ୍କାକୁ ବଢ଼ାଇଥାଏ ।

ଅଣ୍ଡା ଖାଇବା ଜରୁରୀ କିନ୍ତୁ ମାତ୍ରାରେ ନିୟନ୍ତ୍ରଣ ରଖି ଅଣ୍ଡା ଖାଇବା ଜରୁରୀ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି । ଅଣ୍ଡା ଖାଇବା ଦ୍ୱାରା ମାଇକ୍ରୋବାୟୋମ ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଅଧିକ ଅଣ୍ଡା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ମାତ୍ରାକୁ ମଧ୍ୟ ବଢାଇଥାଏ। ତେଣୁ ସପ୍ତାହରେ ଥରେରୁ ଦୁଇ ଥର ଅଣ୍ଡା ଖାଇପାରିବେ। ଅଣ୍ଡା ଖାଇବାର ମାତ୍ରାକୁ ନିୟନ୍ତ୍ରଣ କରିବା ଜରୁରୀ ।

Tags: egglifestyle
ShareTweetShareSend
Sanchar Live

Sanchar Live

Next Post
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ୍ !

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ୍ !

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୪ ଘଣ୍ଟାରେ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
  • ପୋଲାର୍ଡଙ୍କ ବିରଳ ରେକର୍ଡ : ୭୦୦ ଟି-ଟ୍ୱେଣ୍ଟି ଖେଳିବାରେ ପ୍ରଥମ ଖେଳାଳି
  • ୨ୟ ଭାରତୀୟ ଭାବେ ମହାକାଶକୁ ଗଲେ ଶୁଭାଂଶୁ ଶୁକ୍ଳା
  • ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ ଧର୍ମେନ୍ଦ୍ର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ; କାଲି ନବଯୌବନ ବେଶ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.