Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଆଜି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି

Sanchar Live by Sanchar Live
June 18, 2025
in ରାଜନୀତି
0
ଆଜି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି
0
SHARES
21
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ବର୍ଷେ ପୂରିଗଲା । ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର। ଏହା ବିରୋଧରେ ଆଜି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି । ଏଥିରେ ଯୁବ ଓ ଛାତ୍ରଙ୍କ ପାଇଁ ବେରୋଜଗାରକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ସରକାର ନିର୍ବାଚନୀ ପ୍ରତିଶୃତି ସରକାର ପୂରଣ କଲେନି । ବିଜେପି ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଭୁ ବଳଭଦ୍ର ପଡିଯିବା ଘଟଣା, ଆମ୍ବ ଟାକୁଆ ଖାଇ ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଯୁବ-ଛାତ୍ର-ମହିଳାଙ୍କ ସମସ୍ୟା, ମହାନଦୀ, ପୋଲାଭରମ ପ୍ରସଙ୍ଗରେ ସରକାର ନିରବ ରହିବା ସହ୍ଯନୁହେଁ ।

୬ ଟି ଜିଲ୍ଲାରେ ହଇଜା ବ୍ୟାପିଛି । ଓଡ଼ିଆବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଜେପି ସରକାର। ପ୍ରତିଦିନ ୧୫ରୁ ଅଧିକ ହତ୍ୟା, ବଳାତ୍କାର ପରି ଘଟଣା ଘଟୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ? ବୃତ୍ତି ଅର୍ଥ ବଜେଟରେ ରଖାଯାଇନାହିଁ । ଓବିସି ସଂରକ୍ଷଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଲାଗୁ କରିବା ନେଇ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ ବିଜେଡି । ବିଜେପି ସରକାରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର କୌଣସି ସୁଯୋଗ ନାହିଁ । ପୂର୍ବ ସରକାର ସମୟରେ ୮ ହଜାର ସ୍କୁଲ ରୂପାନ୍ତରିତ ହୋଇଥିଲା । କେନ୍ଦ୍ରରେ ୧୧ ବର୍ଷ ଭିତରେ ବଜେଟରେ ହୋଇଥିବା ବ୍ୟୟ ବରାଦର୍ ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ ହୋଇଛି । ଏଥିରେ ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ୨୦୨୪- ୨୫ ରେ ଛାତ୍ର ସଂସଦ ନିର୍ବାଚନ କଣ ପାଇଁ ଅନୁଷ୍ଠିତ ହୋଇନଥିଲା ବୋଲି ଦଳ ପ୍ରଶ୍ନ କରିଛି। ତେଣୁ ଆଜି ବିଜେଡି ଯୁବ-ଛାତ୍ର ଜନତା ଦଳ ତାର ଜନ ଜାଗରଣ ଯାତ୍ରା ଆରମ୍ଭ କରିବ।

Tags: bjdJana jagaran jatraprotestpuri
ShareTweetShareSend
Sanchar Live

Sanchar Live

Next Post
ଶେଷ ପର୍ଯ୍ୟାୟରେ କାମ: ରଥରେ ଖପୁରି ଉଠିଲା

ଶେଷ ପର୍ଯ୍ୟାୟରେ କାମ: ରଥରେ ଖପୁରି ଉଠିଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.