Monday, October 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେପି ସରକାରଙ୍କ ଶପଥ ଗ୍ରହଣକୁ ବର୍ଷେ, ଭିଡିଓରେ ଦେଖନ୍ତୁ କେତେ ସଫଳ ମୋହନ ସରକାର..

Sanchar Live by Sanchar Live
June 12, 2025
in ରାଜନୀତି
0
ବିଜେପି ସରକାରଙ୍କ ଶପଥ ଗ୍ରହଣକୁ ବର୍ଷେ, ଭିଡିଓରେ ଦେଖନ୍ତୁ କେତେ ସଫଳ ମୋହନ ସରକାର..
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଚାହୁଁ ବିତିଗଲା ବର୍ଷେ । ରାଜ୍ୟରେ ୨୫ ବର୍ଷର ସରକାରର ଅନ୍ତ, ଆଉ ନୂଆ ସରକାରଙ୍କ ଶପଥ ଗ୍ରହଣ । ସେଦିନ ଥିଲା ଜୁନ୍ ୧୨, ୨୦୨୪, ଆଉ ଆଜି ସେହି ତାରିଖ ଖାଲି ବଦଳିଛି ବର୍ଷ । ଯେମିତି ବର୍ଷ ବଦଳିଛି ଠିକ୍ ସେମିତି ବିଜେପି ଏବଂ ବିଜେଡି ଶିବିରରେ ଏହି ବର୍ଷେ ଭିତରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ରାଜ୍ୟରେ ପ୍ରଥମଥର ଲାଗି ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରକୁ ଆସିଛି ବିଜେପି । ଆଉ ବିଜେଡିର ୨୫ ବର୍ଷର ଶାସନରେ ଲାଗିଛି ବିରାମ । ମୋହନ ସରକାରଙ୍କ ଶପଥ ଗ୍ରହଣକୁ ପୂରିଛି ବର୍ଷେ । ଅନେକ ପ୍ରତିଶୃତି, ବିଜେଡିର ଦୁର୍ନାମ ଆଉ ବିଜେପିର ବିଜୟ । ଏମିତି ଅନେକ କାହାଣୀ ରହିଛି । ତେବେ ଏହି ବର୍ଷେ ଭିତରେ କଣ ବିଜେପି ସରକାର ନିଜର ପ୍ରତିଶୃତି ପୂରଣ କରିବାରେ ହୋଇଛନ୍ତି କି ସଫଳ ? ଆଉ ନବୀନଙ୍କ ଶାସନକୁ ଭୁଲିଗଲେଣି କି ଜନତା ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମଧ୍ୟରେ ଆଜି ମଧ୍ୟ ଉଙ୍କି ମାରୁଛି । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବାକୁ ଥିବାବେଳେ ଏହାର ପ୍ରଭାବ ମଧ୍ୟ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବର୍ଷର ସରକାର କେତେ ସଫଳ, ଆଉ କେତେ ବିଳଫ ଦେଖନ୍ତୁ ଆମର ଏହି ଭିଡିଓରେ..

Tags: bjdbjpodishapolitics
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଜ୍ଞାନ ଓଝା, ଘୋଷଣା କଲା BCCI
  • ଦୀପାବଳି ପୂର୍ବରୁ ଚାଷୀଙ୍କୁ ଭେଟିଦେବେ ସରକାର
  • ଟ୍ରେନରେ ଯାତ୍ରା କରିବା ସମୟରେ ମୋବାଇଲରେ ଜୋରରେ ଗୀତ ବଜାଉଛନ୍ତି କି?
  • ସେହି ତାରିଖ, ମହାବାତ୍ୟା ଭଳି ହେବ କି ଭୟଙ୍କର ବାତ୍ୟା
  • ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ମାମଲାରେ ୩ ଗିରଫ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.