Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଜାମ୍ମୁ ଓ କାଶ୍ମୀର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ଲାଗି ଘୋଷିତ ୪୪ ଜଣିଆ ପ୍ରାର୍ଥୀ ତାଲିକାକୁ ପ୍ରତ୍ଯାହାର କଲା ବିଜେପି

Sanchar Live by Sanchar Live
August 26, 2024
in ଭାରତ
0
ଜାମ୍ମୁ ଓ କାଶ୍ମୀର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ଲାଗି ଘୋଷିତ ୪୪ ଜଣିଆ ପ୍ରାର୍ଥୀ ତାଲିକାକୁ ପ୍ରତ୍ଯାହାର କଲା ବିଜେପି
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ତାଲିକାରେ ଗଡ଼ବଡ଼। ପ୍ରଥମ ପର୍ଯ୍ୟାୟ ଲାଗି ଘୋଷିତ ୪୪ ଜଣିଆ ପ୍ରାର୍ଥୀ ତାଲିକାକୁ ପ୍ରତ୍ଯାହାର କରିଛି ବିଜେପି। ତାଲିକା ଘୋଷଣାର କିଛି ଘଣ୍ଟା ପରେ ଏହାକୁ ପ୍ରତ୍ଯାହାର କରିବା ଘଟଣା ହଟଚମଟ ସୃଷ୍ଟି କରିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ସଂଶୋଧନ କରାଯିବା ପରେ ପୁଣି ତାହାକୁ ପ୍ରକାଶ କରାଯିବ ବୋଲି କୁହାଯାଇଛି। ତାଲିକାରେ ୧୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରାଯାଇଥିଲା।

ସେହିପରି ଜଣେ ମାତ୍ର ମହିଳାଙ୍କୁ ଅର୍ଥାତ କିସ୍ତୱାରରୁ ସାଗୁନ ପରିହାରଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଜାମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା, ପୂର୍ବତନ ଉପମୁଖ୍ଯମନ୍ତ୍ରୀ ନିର୍ମଳ ସିଂ ଓ କବିନ୍ଦର ଗୁପ୍ତାଙ୍କ ନାଁ ତାଲିକାରୁ ବାଦ ପଡ଼ିଥିଲା। ପ୍ରଥମ ପର୍ଯ୍ୟାୟ ଲାଗି ୧୫, ଦ୍ବିତୀୟ ପର୍ଯ୍ୟାୟ ଲାଗି ୧୦ ଓ ତୃତୀୟ ପର୍ଯ୍ୟାୟ ଲାଗି ୧୯ ଜଣଙ୍କ ନାଁ ଘୋଷଣା କରିଥିଲା ବିଜେପି। ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ନାଁ ଏଥିରେ ରହିଥିଲା ସେମାନେ ହେଲେ ପାମ୍ପୋରରୁ ପ୍ରାର୍ଥୀ ହୋଇଥିବା ଇଞ୍ଜିନିୟର ସୟଦ ସୌକତ ଗାୟୁର ଆନ୍ଦରାବି ଓ ଅନନ୍ତନାଗରୁ ଲଢୁଥିବା ମହମ୍ମଦ ରଫିକ ୱାନି। ଆସନ୍ତା ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ହେବ ଜାମ୍ମୁ ଓ କାଶ୍ମୀରରେ ତିନି ପର୍ଯ୍ୟାୟରେ ନିର୍ବାଚନ।

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ସେପଟେ ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସ ମଧ୍ଯରେ ଆସନ ବୁଝାମଣା ପ୍ରସଙ୍ଗ। ସମ୍ଭାବ୍ଯ ମେଣ୍ଟ ନେଇ ବିବାଦ ସୃଷ୍ଟି ହେବା ପରେ ସଙ୍କଟର ସମାଧାନ ଟାଳିବାକୁ ସେଠାକୁ କେ.ସି. ଭେନୁଗୋପାଲ ଓ ସଲମାନ ଖୁର୍ସିଦଙ୍କୁ ପଠାଯାଇଛି। ସେମାନେ ନ୍ଯାସନାଲ କନଫରେନ୍ସ ସ ନେତା ଫାରୁର ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କୁ ଭେଟିବେ।

Tags: bjpelectionjammu kasmir
ShareTweetShareSend
Sanchar Live

Sanchar Live

Next Post
କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ: ରାଜ୍ଯ ସରକାର ଗଠନ କଲେ ସ୍ବତନ୍ତ୍ର ତଦନ୍ତକାରୀ ଟିମ

କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ: ରାଜ୍ଯ ସରକାର ଗଠନ କଲେ ସ୍ବତନ୍ତ୍ର ତଦନ୍ତକାରୀ ଟିମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.