Wednesday, July 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ

Sanchar Live by Sanchar Live
June 4, 2025
in ଭାରତ
0
ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ । ହରିୟାଣାର କଂଗ୍ରେସ ସାଂଗଠନିକ ବିନ୍ୟାସ ସମ୍ପର୍କରେ ରାହୁଲ ଆଲୋଚନା କରିବେ। ବୈଠକରେ ଏଆଇସିସି ଓ ପିସିସି ପରର୍ଯ୍ଯବେକ୍ଷକ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ହରିୟାଣାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ଅବକାଶରେ ଏହି ବୈଠକ ଅନୁଷ୍ଠିତ ହେବ । ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରଠାରୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରିନାହିଁ । ଏହି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଗତବର୍ଷର ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ମାନସ ମନ୍ଥନ ଚାଲିଥିଲେ ବି କୌଣସି ନିର୍ଣ୍ଣାୟକ ସ୍ଥିତିରେ ଦଳ ପହଞ୍ଚି ପାରିନାହିଁ । କୁହାଯାଉଛି ଦଳ ଭିତରେ କନ୍ଦଳ ହିଁ ଦଳକୁ ବିପର୍ଯ୍ୟୟ ଆଡକୁ ଟାଣିନେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜାଙ୍କ ମଧ୍ୟରେ ତିକ୍ତତା ଦଳ ଲାଗି ଅଧିକ ଆତ୍ମଘାତୀ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି । ଦଳ ଭିତରେ ଥିବା କନ୍ଦଳ ଦୂର କରିବା ଲାଗି ରାହୁଲ ଉଦ୍ୟମ କରିବେ ବୋଲି କୁହାଯାଉଛି । ରାହୁଲଙ୍କ ସହ ଉପସ୍ଥିତ ଥିବା 21 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ତରରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଦଳୀୟ ବିଧାୟକମାନଙ୍କ ସହ ରାହୁଲ ବୈଠକ କରିବେ ନାହିଁ । ହୁଡା ଓ ଶୈଳଜାଙ୍କ କର୍ମୀଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବାରେ ରାହୁଲ ସକ୍ଷମ ହେବେ କି ନାହିଁ ସେ ନେଇ ଲାଗି ରହିଛି ଚର୍ଚ୍ଚା ।

Tags: Haryanapoliticsrahul gandhi
ShareTweetShareSend
Sanchar Live

Sanchar Live

Next Post
ପୁଣି ବଢ଼ିଲା ଆପର ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଅଡୁଆ

ପୁଣି ବଢ଼ିଲା ଆପର ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଅଡୁଆ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗର୍ଭବତୀମାନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଆପଣଙ୍କ ସହ ଛୁଆ ଵି ରହିବ ସୁସ୍ଥ
  • ମୋ ମୁଣ୍ଡ କାଟିଦେବି ହେଲେ ବିଜେପିକୁ ଜମା ଯିବିନି : ମହୁଆ ମୈତ୍ର
  • ଏହିସବୁ ମହିଳାଙ୍କୁ ସରକାର ମାସକୁ ଦେବେ ୨୫ ଶହ ଟଙ୍କା
  • ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ
  • ଆଉ କେବେ ପ୍ରଶଂସକଙ୍କୁ ନିରାଶ କରିବି ନାହିଁ’: ରବି ମୋହନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.