Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

Sanchar Live by Sanchar Live
June 3, 2025
in ଓଡିଶା
0
ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଗୋଦାମ ସିଲ୍, ମାଲିକ ଜେଲରେ ଏପଟେ ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ । ଏବଂ ୩ ଲକ୍ଷ ମିଟର ତାର। ସୁନ୍ଦରଗଡ଼ ଇତମା ଖଡ଼ିଆପଡ଼ା ନିକଟ ବାରୁଦ କାରଖାନାକୁ ଗତ ୨୮ ତାରିଖରୁ ସିଲ୍ କରାଯାଇଥିବା ବେଳେ ଆଜି ପୁଣି ଏଠାକୁ ହାଇଦ୍ରାବାଦରୁ ଆସି ପହଞ୍ଚିଛି ଆହୁରି ବିସ୍ଫୋରକ । ଏକ ଟ୍ରକରେ ୨୫ କେଜିଆ ୬ ଶହ ପ୍ୟାକେଟ ଅର୍ଥାତ୍ ୧୫ ଟନ ବିସ୍ଫୋରକ ଏବଂ ୧୯୮ ଟି ପ୍ୟାକେଟରେ ୩ ଲକ୍ଷ ମିଟର ତାର ରହିଛି । ଟ୍ରକଟି ପହଞ୍ଚିଲା ପରେ ସବୁ ଗୋଦାମ ଗୃହ ସିଲ୍ ଥିବା ଏବଂ କେହି କର୍ମଚାରୀ ସେଠାରେ ନଥିବା ଦେଖିବାକୁ ପାଇଥିଲା ଟ୍ରକର ଚାଳକ । ଟ୍ରକ ଆସିବାର ସୂଚନା ପାଇ ବଡ଼ଗାଁ ଥାନା ପୋଲିସ ଆସି ସମସ୍ତ କାଗଜ ପତ୍ର ଯାଞ୍ଚ କରିଛି । ଗତ ୨୭ ତାରିଖ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ଟନ ବିସ୍ଫୋରକ ଲୁଟ କରି ନେଇଥିଲେ ମାଓବାଦୀ । ସେହି ବିସ୍ଫୋରକ ଏହି ଇତମା ଗୋଦାମରୁ ଯାଇଥିବା ଜଣାପଡିଲା ପରେ ଗୋଦାମକୁ ସିଲ୍ କରି ତଦନ୍ତ ଜାରି ରଖିଛି ପୋଲିସ । ଦୁଇ ଦିନ ତଳେ ପୁଣି ରାଉରକେଲା ବାଲୁଘାଟ ଅଞ୍ଚଳରୁ ଆଉ ଏକ ମିନି ଟ୍ରକରେ ପ୍ରଚୁର ପରିମାଣର ବିସ୍ଫୋରକ ଏବଂ ଡେଟୋନେଟର ଜବତ ହୋଇଥିଲା । ଘଟଣାରେ ମାଲିକ ଶ୍ରବଣ ଅଗ୍ରୱାଲକୁ ପୋଲିସ ଅଟକ ରଖି ପଚରା ଉଚୁରା କରିବା ପରେ ଆଜି ତାକୁ ଗିରଫ କରାଯାଇଛି । …

Tags: exploserhydrabadodisha
ShareTweetShareSend
Sanchar Live

Sanchar Live

Next Post
ବାଲ୍ୟ ବିବାହ ବେଳେ ନାବାଳିକା ଉଦ୍ଧାର

ବାଲ୍ୟ ବିବାହ ବେଳେ ନାବାଳିକା ଉଦ୍ଧାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.