Thursday, July 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପଞ୍ଜାବରୁ ଧରାପଡିଲା ଆଉ ଜଣେ ଗୁପ୍ତଚର

Sanchar Live by Sanchar Live
June 3, 2025
in ଭାରତ
0
ପଞ୍ଜାବରୁ ଧରାପଡିଲା ଆଉ ଜଣେ ଗୁପ୍ତଚର
0
SHARES
7
VIEWS
FacebookTwitter

ପଞ୍ଜାବ ପୋଲିସକୁ ବଡ଼ ସଫଳତା ମିଳିଛି । ପୁଣି ବନ୍ଧା ହେଲେ ଆଉ ଜଣେ ଗୁପ୍ତଚର । ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଗିରି । ତାଙ୍କ ନାମ ଗଗନଦୀପ ସିଂ ହୋଇଥିବା ବେଳେ ସେ ପାକିସ୍ତାନର ଆଇଏସଆଇ ଓ ଖଲିସ୍ତାନୀ ଲିଡର ଗୋପାଳ ସିଂ ଚାୱଲା ପାଇଁ ଗୁପ୍ତଗିରି କରୁଥିଲେ । ପାକିସ୍ତାନକୁ ଭାରତୀୟ ପ୍ରତିରକ୍ଷା ବିଭାଗର ବହୁ ଗୁପ୍ତତଥ୍ୟ ଦେଇଥିବା ଅଭିଯୋଗରେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିଛି ।

ଅପରେସନ୍ ସିନ୍ଦୂର ସମୟରେ ଭାରତରେ ସେନାର ଚଳପ୍ରଚଳ ସମ୍ପର୍କରେ ସେ ସୂଚନା ଦେଉଥିଲେ । ପୋଲିସକୁ ତାଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି । ତାଙ୍କ ମୋବାଇଲରୁ ଆଇଏସଆଇ ଏଜେଣ୍ଟର ୨୦ ଜଣଙ୍କ ନମ୍ବର ପୋଲିସକୁ ମିଳିଛି ।

ଗଗନଦୀପ ଇଣ୍ଡିଆନ ଆର୍ମିର ସ୍ଥିତି ଏବଂ ଠିକଣା ବିଷୟରେ ପାକିସ୍ତାନକୁ ସୂଚନା ଦେଉଥିଲେ । ଗଗନଦୀପ ଖଲିସ୍ତାନୀ ଆତଙ୍କୀ ଗୋପାଳ ସିଂ ଚାୱଲାଙ୍କ ସହିତ ଗତ ୫ ବର୍ଷ ହେଲାଣି ସଂପର୍କରେ ଥିଲେ । ଚାୱଲା ଗଗନଦୀପଙ୍କ ସଂପର୍କ ଆଇଏସଆଇ ସହିତ କରିଥିଲେ । ସୂଚନା ମୁତାବକ, ଆଇଏସଆଇ ଏଜେଣ୍ଟ ଗଗନଦୀପଙ୍କୁ ପଇସା ମଧ୍ୟ ପଠାଇଛନ୍ତି ।

ଅପରେସନ ସିନ୍ଦୂର ସମୟରେ ସମଗ୍ର ଦେଶ ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଦାବି କରୁଥିବା ବେଳେ ପଞ୍ଜାବର ଗଗନଦୀପ ଦେଶର ଗୁଇନ୍ଦା ସୂଚନା ଶତ୍ରୁକୁ ଦେଇଥିଲା ।

ସୂଚନାଯୋଗ୍ୟ, ଅପରେସନ ‘ସିନ୍ଦୂର’ ପରେ ପଞ୍ଜାବ ଏବଂ ହରିୟାଣାରୁ ୧୫ରୁ ଅଧିକ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଭାରତରେ ରହି ଆଇଏସଆଇ ନିର୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଦେଶରେ ଲୁଚିଥିବା ଗୁପ୍ତଚରକୁ ଧରିବା ପାଇଁ ପୋଲିସ ଯାଞ୍ଚ କରୁଛି । ଜ୍ୟୋତି ମଲହୋତ୍ରାଙ୍କ ଗିରଫ ପରେ ଦେଶରେ ଅନ୍ୟ କେତେ ଜଣଙ୍କୁ ପୋଲିସ ଗିରଫ କରିଛି । ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ସମତେ ଅନେକ ସ୍ଥାନରୁ ଗୁପ୍ତଚରଙ୍କୁ ଗିରଫ କରାଯାଇଛି ।

Tags: indiapakistanpunjab
ShareTweetShareSend
Sanchar Live

Sanchar Live

Next Post
ଯଦି IPL ଫାଇନାଲରେ ବର୍ଷା ହୁଏ, କଣ ହେବ?

ଯଦି IPL ଫାଇନାଲରେ ବର୍ଷା ହୁଏ, କଣ ହେବ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ଅଭିଯୋଗ
  • ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଏହିସବୁ ଟ୍ରେନ୍ ବାତିଲ ?
  • ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ
  • ବର୍ଷା ପାଇଁ କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି
  • ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.