Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଚାଷୀଙ୍କ ପରିଶ୍ରମକୁ ଧୋଇଦେଲା ଅଦିନିଆ ବର୍ଷା

Sanchar Live by Sanchar Live
June 2, 2025
in ଓଡିଶା
0
ଚାଷୀଙ୍କ ପରିଶ୍ରମକୁ ଧୋଇଦେଲା ଅଦିନିଆ ବର୍ଷା
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: କାଳବୈଶାଖୀର ଅଦିନିଆ ବର୍ଷା ଚାଷୀଙ୍କ ପରିଶ୍ରମକୁ ଧୋଇନେଇଛି । ଚିନ୍ତାରେ ଚାଷୀ। ବର୍ଷାଯୋଗୁଁ ଫସଲ ଅମଳ ପୂର୍ବରୁ ଚାଷ ଜମିରେ ଫଳିଥିବା ସୁନାର ଫସଲ ଏବେ ପାଣିରେ ବୁଡି ଗଜା ହୋଇଛି । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବଳଧା ପଞ୍ଚାୟତର ସାନମୂଳା, ବଳଧା,ସିନ୍ଧଭାଡ଼ି ଓ ଜାମଖୁଣ୍ଟା ପଞ୍ଚାୟତର ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଯାଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ । ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯାଇଛି । ଏହି ପଞ୍ଚାୟତରେ ରବି ଧାନ ଫସଲ ଭଲ ହୋଇଥିଲେ ମଧ୍ୟ ଏବେ କିନ୍ତୁ ଚାଷୀ ନିରାଶ ହୋଇଛି । ଶହଶହ ଏକରରେ ଚାଷୀ ଅମଳ କରିଥିବା ଚାଷ ନଷ୍ଟକୁ ପ୍ରଶାସନ ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି। ସେପଟେ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ।

Tags: farmerodishathunder strom
ShareTweetShareSend
Sanchar Live

Sanchar Live

Next Post
ବଲାଙ୍ଗୀର ସହରରେ ଧୁମଧାମରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

ବଲାଙ୍ଗୀର ସହରରେ ଧୁମଧାମରେ ପାଳିତ ହେଲା ଶୀତଳଷଷ୍ଠୀ ଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.