Wednesday, July 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଆଜି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ

Sanchar Live by Sanchar Live
June 2, 2025
in ମନୋରଞ୍ଜନ
0
ଆଜି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ
0
SHARES
6
VIEWS
FacebookTwitter

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ।  ଆଜି ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ ବଡ କଳାକାରଙ୍କ ସହ ମଧ୍ୟ କାମ କରିଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଉନ୍ନତ ଧରଣର ଅଭିନୟ ଦ୍ବାରା ହେଟରସମାନଙ୍କ ମୁହଁକୁ ଚୁପ୍ କରେଇ ପାରିଥିଲେ । କିଛି ଦିନ ପୂର୍ବରୁ ସୋନାକ୍ଷୀ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଆଜି ସେ ତାଙ୍କ ସ୍ବାମୀ ଜାହିର ଇକବାଲଙ୍କ ସହିତ ଖୁସିରେ ରହିଛନ୍ତି ।

ଆଜିକାଲି ସୋନାକ୍ଷୀ ସିହ୍ନା ଫିଲ୍ମ ସହିତ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଗୋଟେ ସମୟ ଥିଲା ଯେତେବେଳେ ସୋନାକ୍ଷୀ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସଲମାନ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ସୋନାକ୍ଷୀ ସିହ୍ନା କିନ୍ତୁ ଫ୍ୟାଶନ ଡିଜାଇନିଙ୍ଗ ପାଠ ପଢିଥିଲେ । ୨୦୦୫ର ମେରା ଦିଲ ଲେକେ ଦେଖୋ ଫିଲ୍ମରୁ ତାଙ୍କ କଷ୍ଟ୍ୟୁମ ଡିଜାଇନିଙ୍ଗ କାମକୁ ମଧ୍ୟ ଆରମ୍ଭ କରିଥିଲେ ।

ଯାହା ଖୁବ୍ କମ୍ ଲୋକ ସୋନାକ୍ଷୀଙ୍କ ବିଷୟରେ ଏହା ଜାଣନ୍ତି ।

ଏପଟେ ସୋନାକ୍ଷୀ କହିଛନ୍ତି ଯେ, ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ବରଂ ଫ୍ୟାଶନ ଡିଜାଇନର ହୋଇ   ଇଣ୍ଡଷ୍ଟ୍ରିରେ ରାଜ କରିବାକୁ ଚାହୁଁଥିଲେ । ତାଙ୍କ ପ୍ରଫେସନକୁ ନେଇ ସେ ଖୁବ୍ ପରିଚିତ ହେବାକୁ ଆଶା ରଖିଥିଲେ । ଦବଙ୍ଗ ଫିଲ୍ମରେ ସେ କିପରି ଏଣ୍ଟ୍ରି କରିଥିଲେ ସେ କପିଲ ଶର୍ମା ଶୋରେ ସେ ତାଙ୍କ କ୍ୟାରିୟର ଅନୁଭୂତି କାହାଣୀକୁ ସେୟାର କରିଛନ୍ତି । ଥରେ ସଲମାନ ତାଙ୍କ ପାଖକୁ ଆସି ସୋନାକ୍ଷୀଙ୍କୁ ଓଜନ କମାଇବାକୁ କହିଥିଲେ । କାରଣ ସେ ତାଙ୍କ ଫିଲ୍ମରେ ସୋନାକ୍ଷୀଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ସୋନାକ୍ଷୀ ମନା କରିଥିଲେ । ହେଲେ ସୋନାକ୍ଷୀଙ୍କ ଦୃଢ ମନୋବଳକୁ ବଢାଇଥିଲେ ସଲମାନ । ଯାହା ପରେ ସେ ଦବଙ୍ଗ ଗାର୍ଲ ଭାବେ ବେଶ୍ ପରିଚିତ ।

ଅନ୍ୟପଟେ ସୋନାକ୍ଷୀ ଅନେକ ଦିନ ଧରି ନାନା ପ୍ରକାର ବିବାଦରେ ଫସି ରହିଥିଲେ । ପ୍ରଥମେ ତାଙ୍କ ଓଜନ ପାଇଁ ଟ୍ରୋଲର ଶିକାର ହୋଇଥିଲେ । ପୁଣି କିଛି ଦିନ ପରେ ’କନ୍ ବନେଗା କରୋଡ ପତି’ଶୋ’ରେ ରାମାୟଣ ସହିତ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେିପାରି ନଥିଲେ । ଯାହା ଦ୍ବାରା ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହା ପରେ ସେତିକିରେ ତାଙ୍କୁ ନେଇ ହେଉଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡି ନଥିଲା । ଯେତେବେଳେ ସେ ମୁସଲିମ ପୁଅଙ୍କୁ ବିବାହ କରିବାକୁ କଥା ପ୍ରଚାର ହେଲା ସେତେବେଳେ ମଧ୍ୟ ବିବାଦରେ ପସି ରହିଥିଲେ । କିନ୍ତୁ ସେସବୁରେ ହାରି ନଥିଲେ ସୋନାକ୍ଷୀ । ସେ ୨୩ ଜୁନରେ ୨୦୨୪ରେ ଜହିର ଇକବାଲ ବିବାହ କରିଥିଲେ । ବିବାହ ପରେ ସୋନାକ୍ଷୀଙ୍କ ଭାଇ ଲଭ ଏବଂ କୁଶ ତାଙ୍କ ବିରୋଧରେ ଥିବା ଜଣାପଡିଛି ।

Tags: happy birthdaySonakhisinha
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ପୁଣି ଉପର ମୁହାଁ ତାତି

ରାଜ୍ୟରେ ପୁଣି ଉପର ମୁହାଁ ତାତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗର୍ଭବତୀମାନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଆପଣଙ୍କ ସହ ଛୁଆ ଵି ରହିବ ସୁସ୍ଥ
  • ମୋ ମୁଣ୍ଡ କାଟିଦେବି ହେଲେ ବିଜେପିକୁ ଜମା ଯିବିନି : ମହୁଆ ମୈତ୍ର
  • ଏହିସବୁ ମହିଳାଙ୍କୁ ସରକାର ମାସକୁ ଦେବେ ୨୫ ଶହ ଟଙ୍କା
  • ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ
  • ଆଉ କେବେ ପ୍ରଶଂସକଙ୍କୁ ନିରାଶ କରିବି ନାହିଁ’: ରବି ମୋହନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.