Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୀମାବର୍ତ୍ତୀ ରାଜ୍ୟରେ ସ୍ଥଗିତ ରହିଲା ମକ୍ ଡ୍ରିଲ୍

Sanchar Live by Sanchar Live
May 29, 2025
in ଭାରତ
0
ସୀମାବର୍ତ୍ତୀ ରାଜ୍ୟରେ ସ୍ଥଗିତ ରହିଲା ମକ୍ ଡ୍ରିଲ୍
0
SHARES
6
VIEWS
FacebookTwitter

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ପୁଣି ଥରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି କରାଯାଇଥିଲା । ପଞ୍ଜାବ, ହରିୟାଣା, ଗୁଜୁରାଟ, ରାଜସ୍ଥାନ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଚଣ୍ଡିଗଡ଼ରେ ହେବାକୁ ଥିବା ମକ୍ ଡ୍ରିଲ୍ କୁ ଗୁରୁବାର ପାଇଁ ସ୍ଥଗିତ ରଖାଯାଇଛି । ପ୍ରଶାସନିକ କାରଣ ପାଇଁ ମକ୍ ଡ୍ରିଲ୍ କୁ ଘୁଞ୍ଚାଇ ଦିଆଯାଇଥିବାର ସୂଚନା ରହିଛି ।

ହରିୟାଣା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ହରିୟାଣା ଗୃହ ବିଭାଗ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ହେବାକୁ ଥିବା ମକ୍ ଡ୍ରିଲକୁ ସ୍ଥଗିତ ରଖିଛି । ସେହିପରି ଚଣ୍ଡିଗଡ଼ ଓ ରାଜସ୍ଥାନ ପ୍ରଶାସନ ମଧ୍ୟ ଗୁରୁବାର କୌଣସି ବ୍ଲାକ୍ ଆଉଟ୍ କିମ୍ବା ମକ୍ ଡ୍ରିଲ୍ କରାଯିବା ନାହିଁ ବୋଲି କହିଛି । ହରିୟାଣାରେ ୨୨  ଜିଲ୍ଲା ଓ ରାଜସ୍ଥାନର ୪୧  ଜିଲ୍ଲାରେ ମକ୍ ଡ୍ରିଲ୍ ହେବାର ଥିଲା ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି  କୁହାଯାଇଛି । ଅପରପକ୍ଷରେ ପଞ୍ଜାବରେ ଜୁନ୍ ୩  ତାରିଖରେ ମକ୍ ଡ୍ରିଲ୍ ଅଭ୍ୟାସ ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ଗୁଜରାଟରେ ଆସନ୍ତାକାଲି ପାଇଁ ମକ୍ ଡ୍ରିଲ୍ କରିବାକୁ ନିଷ୍ପତ୍ତି ହୋଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଏପ୍ରିଲ ୨୨ ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟରେ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ମକ୍ ଡ୍ରିଲ୍ କରାଯାଇଥିଲା । ଏହାରି ମଧ୍ୟରେ ମେ ୭ ରେ ଅପରେସନ୍ ସିନ୍ଦୂର ଜରିଆରେ ଭାରତୀୟ ସେନା 9ଟି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲେ । ଯେଉଁଥିରେ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନରେ ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣ କରିଥିଲା । ଯେଉଁଥିରେ ପାକ୍ ୩୦୦-୪୦୦ରୁ ଅଧିକ ଡ୍ରୋନ୍ ଏବଂ ମିସାଇଲ୍ ଦ୍ୱାରା ଭାରତକୁ ଟାର୍ଗେଟ୍ କରିଥିଲା । ମାତ୍ର ଗୋଟିଏ ସଫଲ ହୋଇପାରି ନ ଥିଲା ।

Tags: indiamockdrill
ShareTweetShareSend
Sanchar Live

Sanchar Live

Next Post
ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.