Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କାର ଭିତରୁ ମିଳିଲା ପରିବାରର ୭ଜଣଙ୍କ ମୃତଦେହ

Sanchar Live by Sanchar Live
May 27, 2025
in ଭାରତ
0
କାର ଭିତରୁ ମିଳିଲା ପରିବାରର ୭ଜଣଙ୍କ ମୃତଦେହ

Oplus_0

0
SHARES
14
VIEWS
FacebookTwitter

ପାର୍କିଂ ହୋଇଥିବା କାର ଭିତରେ ପୂରା ପରିବାରର ମୃତ୍ୟୁ । ଉତ୍ତରାଖଣ୍ଡ ଡେରାଡୁନରେ କାର ଭିତରୁ ଏକ ପରିବାରର ୭ ଜଣଙ୍କ ମୃତ ଦେହ ଉଦ୍ଧାର କାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା, ତିନି ପିଲା ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି ।

ଡେରାଡୁନ ପଞ୍ଚକୁଳ ସେକ୍ଟର ୨୭ରେ ପାର୍କିଂ ହୋଇଥିବା ଏକ କାରରୁ ମୃତଦେହ ମିଳିଛି । କାରଟି ଲକ ହୋଇଥିବା ବେଳେ ପରିବାର ଲୋକେ କାର ଭିତରେ ଥିଲେ । ଅଧିକ ପରିମାଣର ଋଣ ଚାପ ଥିବାରୁ ପରିବାର ଲୋକେ ଆତ୍ମହତ୍ୟା କରିଥିବା କୁହଯାଉଛି । ମୃତ ପରିବାର ଡେରାଡୁନର ପ୍ରବୀଣ ମିତଲ ବୋଲି ସୂଚନା ମିଳିଛି । ସୋମବାର ପରିବାର ସହ ପଞ୍ଚକୁଳ ବୁଲିବାକୁ ଆସିଥିଲେ । ମୃତକଙ୍କ ମଧ୍ୟରେ ୪୨ ବର୍ଷିୟ ପ୍ରବୀଣ ମିତଲ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅ, ଗୋଟିଏ ପୁଅ ଏବଂ ପରିବାରର ଅନ୍ୟ ଲୋକ ଅଛନ୍ତି ।  ଖବର ପାଇ ପୁଲିସ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପଞ୍ଚକୁଳ ଏସପି ହିମାଦ୍ରୀ କୌଶିକ୍ ସୂଚନା ଦେଇଛନ୍ତି ।

Tags: CardeadbodyDeradunloan
ShareTweetShareSend
Sanchar Live

Sanchar Live

Next Post
ମୌସୁମୀ ବର୍ଷାରେ ବେହାଲ୍ ମାୟାନଗରୀ ମୁମ୍ବାଇ

ମୌସୁମୀ ବର୍ଷାରେ ବେହାଲ୍ ମାୟାନଗରୀ ମୁମ୍ବାଇ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.