Thursday, June 5, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବାଲାଂଦେଶ ଯାଇଥାନ୍ତେ ଜ୍ୟୋତି

Sanchar Live by Sanchar Live
May 21, 2025
in ଭାରତ
0
ବାଲାଂଦେଶ ଯାଇଥାନ୍ତେ ଜ୍ୟୋତି
0
SHARES
14
VIEWS
FacebookTwitter

ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପୁଣି ଆସିଲା ଆଉ ଏକ ଚାଞ୍ଚଲ୍ୟକର ଖବର । ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ ପାକ୍ ଗୁପ୍ତଚର ତଥା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଦୁଇ ଶତ୍ରୁ ଦେଶ ବୁଲି ସାରିବା ପରେ ଆଗାମୀ ଦିନରେ ବାଂଲାଦେଶ ବୁଲିଯିବାର ଯୋଜନା ଥିଲା । ଏନେଇ ଏନଆଇଏ ହାତରେ ଲାଗିଛି ବାଂଲାଦେଶ ଗସ୍ତ କରିବାକୁ ଭିସା ଆବେଦନର ଫର୍ମ । ଯାହା ସ୍ପଷ୍ଟ କହୁଛି କି ଜ୍ୟୋତି ମଲହୋତ୍ରା ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ । ହେଲେ ତା ଆଗରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇଗଲେ ।

ଭାରତର ଶତ୍ରୁ ଦେଶ ପାକିସ୍ତାନ ସହ ଭାରତର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଏବଂ ପାକିସ୍ତାନର ବଡ଼ ବଡ଼ ଏଜେଣ୍ଟଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଟଙ୍କାରେ ଜ୍ୟୋତି ଖାଲି ପାକିସ୍ତାନ ଯାଉନଥିଲେ ବରଂ ଚାଇନା ବି ବୁଲି ଯାଇଛନ୍ତି । ଆଉ ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ ଜ୍ୟୋତି । ଯାହାର ଖୁଲାସା ହୋଇଛି । ପାକିସ୍ତାନ, ଚାଇନା ପରି ବାଂଲାଦେଶକୁ ମଧ୍ୟ କିଛି ତଥ୍ୟ ଦେଇଥାନ୍ତେ ବା ସେଠାରେ ଟ୍ରେନିଂ ନେବାକୁ ଯାଇଥାନ୍ତେ ବୋଲି ଅନୁମାନ କରି ହେଉଛି ।

ଇତିମଧ୍ୟରେ ଜ୍ୟୋତିଙ୍କ ଡାଏରୀ ପୋଲିସ ହାତରେ ଲାଗିଥିବା ବେଳେ ସେଥିରୁ ପାକିସ୍ତାନ ଲିଙ୍କ୍ ନେଇ ବଡ଼ ଗୁମର ଫିଟିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଜ୍ୟୋତି କୋଡ୍ ଓ୍ବାର୍ଡରେ କିଛି ଲେଖିଥିବା ଅନୁମାନ କରୁଛି ପୋଲିସ ।

Tags: bangladeshjyoty malhotratravel with jo
ShareTweetShareSend
Sanchar Live

Sanchar Live

Next Post
ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ

ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବିଏସ୍‌ଏଫ୍‌ ଯବାନଙ୍କୁ ଅପହରଣ ଅଭିଯୋଗ
  • ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର
  • ଓଡ଼ିଶା ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ ଗଞ୍ଜାମ; ୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଉଠିବ ପାରଦ, କଲବଲ କରିବ ତାତି
  • ଦଳାଚକଟା ମାମଲାରେ RCB ବିରୋଧରେ FIR ରୁଜୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.