Wednesday, September 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପିଲା ଯେତେ ଡାକିଲେ ବି ଭାଙ୍ଗୁନି ନିଦ, ମଦୁଆ ସାରଙ୍କ ଭିଡିଓ ଭାଇରାଲ

ଅଲଗା ଦୁନିଆରେ ମଦୁଆ ମାଷ୍ଟର

Sanchar Live by Sanchar Live
August 23, 2024
in ଓଡିଶା
0
ପିଲା ଯେତେ ଡାକିଲେ ବି ଭାଙ୍ଗୁନି ନିଦ, ମଦୁଆ ସାରଙ୍କ ଭିଡିଓ ଭାଇରାଲ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ନିଶାରେ ଚୁର୍ ମାଷ୍ଟର, କାନରେ ପଡ଼ୁନି ପିଲାଙ୍କ ଚିତ୍କାର । ସାର ଏମିତି ନିଶାରେ ଅଛନ୍ତି କି, ଯିଏ ଯେତେ ଡାକିଲେ ମଧ୍ୟ ଉଠୁନାହାନ୍ତି । ସାରଙ୍କ ଦେହରେ ହାତ ମାରି ମାରି ପିଲା ବି ହାଲିô ହୋଇଗଲେଣି କିନ୍ତୁ ସାର ପୁରା ଅଲଗା ଦୁନିଆରେ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତରେ ଥିବା ନୂଆଟିପିଲେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡ଼ିଛି । ଏଠାକାର ଭାରପ୍ରାସ୍ତ ପ୍ରଧାନ ଶିକ୍ଷକ ସକାଳୁ ସ୍କୁଲ ଆସିଛନ୍ତି । ଆଉ ସ୍କୁଲକୁ ଆସି କ୍ଲାସ୍‌ରୁମ୍‌ରେ ଶୋଇପଡ଼ିଛନ୍ତି । ସେଇଠି ପିଲାମାନେ ବି ଅଛନ୍ତି । ସାର ଚଉକିରେ ବସି ବସି ଶୋଇପଡ଼ିଛନ୍ତି । ଆଉ ସାରଙ୍କୁ ଏତେ ମାତ୍ରାରେ ନିଦ୍ରାଦେବୀ ଗ୍ରାସ କରିଛନ୍ତି ଯେ, ଯେତେ ପେଲିଲେ ଠେଲିଲେ ଦୋହଲେଇଲେ ବି ସାରଙ୍କ ନିଦ ଭାଙ୍ଗୁନି ।
ତେବେ ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ।
ତେବେ ଏନେଇ ଛାତ୍ରଛାତ୍ରୀ ମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ କ୍ଷ ବିଦ୍ୟାଳୟରେ ବାବୁଙ୍କର ହୋସ ଧିରେଧିରେ ଆସିବା ଆରମ୍ଭ ହୋଇଯାଇଥିଲା । କିନ୍ତୁ ପାଟିରୁ କଥା ଆଉ ବାହାରିନଥିଲା କିମ୍ବା ସିଧାରେ ଠିଆ ମଧ୍ୟ ହୋଇପାରୁନଥିଲେ ରବିନ୍ଦ୍ରନାଥ । କୁହାଯାଉଛି ଯେ ପୂର୍ବରୁ ମଧ୍ୟ ଏଭଳି ନିଶାସକ୍ତ ଅବସ୍ଥାରେ ଧରାପଡ଼ି କାର‌୍ୟ୍ୟରୁ ନିଲମ୍ବିତ ମଧ୍ୟ ହୋଇଥିଲେ ରବିନ୍ଦ୍ରନାଥ । ନିଲମ୍ବନ ଉଠିବା ପରେ ଗତ ୭ ମାସ ହେବ ସେ କାର‌୍ୟ୍ୟରେ ଯୋଗଦେଇଛନ୍ତି ।

Tags: dhenkanalviral video
ShareTweetShareSend
Sanchar Live

Sanchar Live

Next Post
ଅବସର ଘୋଷଣା କଲେ କି ରାହୁଲ ? କାହିଁକି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି..

ଅବସର ଘୋଷଣା କଲେ କି ରାହୁଲ ? କାହିଁକି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.