ସଂଚାର ବ୍ୟୁରୋ: ବାଉଳା ହେଲାଣି ପାକିସ୍ତାନ । ଭାରତର କଡ଼ା ଜବାବରେ ଚିନ୍ତାରେ ପଡ଼ିଛି ପାକିସ୍ତାନ । ଭାରତ ଉପରେ ପାକିସ୍ତାନର ମିସାଇଲ ମାଡ଼ ଉଦ୍ୟମ ।ଦିଲ୍ଲୀକୁ ଟାର୍ଗେଟ କରି ପାକିସ୍ତାନର ଫତେହ-୧ ମିସାଇଲ ମାଡ଼ । ମିସାଇଲକୁ ଖସାଇଲା ଭାରତୀୟ ସେନା ।କିଛି ସମୟ ମଧ୍ୟରେ ଭାରତୀୟ ସେନାର ପ୍ରେସମିଟ୍ । ତେବେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଉଛି ।
© 2024 Sanchar News