ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ଆଠଟି ଜାଗାରେ ରେଡ୍ କରାଯାଉଛି। ଢେ଼ଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଛି ରେଡ।
© 2024 Sanchar News