Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କାହିଁକି ପିଆଜ ଖାଉଥିଲେ ସାଇବାବା

Sanchar Live by Sanchar Live
August 20, 2024
in ଜୀବନ ଶୈଳୀ
0
ଜାଣନ୍ତୁ କାହିଁକି ପିଆଜ ଖାଉଥିଲେ ସାଇବାବା
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ଥରେ ଜଣେ ଯୋଗ ସାଧକ ନାନାସାହେବ ଚନେ୍ଦାରକରଙ୍କ ସହିତ ଶିରିଡି ଆସିଲେ। ପାତଂଜତି ଯୋଗସୂତ୍ର ତଥା ଯୋଗାଶାସ୍ତ୍ରର ଅନ୍ୟାନ୍ୟ ଗ୍ରନ୍ଥମାନ ସେ ଯଦିଓ ଅଧ୍ୟୟନ କରିଥିଲେ।ତେବେ ବ୍ୟାବହାରିକ ଅନୁଭନରୁ ବଂଚିତ ଥିଲେ । ମନ ଏକାଗ୍ର ହୋଇନପାରିବାରୁ ସେ ଅଳ୍ପ ସମୟ ପାଇଁ ମଧ୍ୟ ସମାଧି ଧାରଣ କରିପାରୁନଥିଲେ । ଯଦି ସାଇବାବାଙ୍କ କୃପା ପ୍ରାପ୍ତ ହୋଇଯାଏ ।

ତାହେଲେ ତାଙ୍କଠାରୁ ମଧ୍ୟ ଅଧିକ ସମୟ ସମାଧି ଲାଭ କରିବାର ଜ୍ଞାନ ପ୍ରାପ୍ତ ହୁଅନ୍ତା । ଏହିକଥା ମନରେ ବିଚାର କରି ସେ ଶିରିଡି ଆସିଲେ ଏବଂ ଯେତେବେଳେ ମସଜିଦରେ ପ୍ରବେଶକଲେ ସେ ବାବାଙ୍କୁ ବିଆଜ ସହିତ ରୁଟି ଖାଉଥିବାର ଦେଖି ତାଙ୍କ ମନରେ ଭାବନା ଆସିଲା କି କଂଚା ପିଆଜ ସହିତ ଶୁଖିଲା ରୁଟି ଖାଉଥିବା ଏହି ବ୍ୟକ୍ତି ମୋ ସମସ୍ୟାର କିପରି ସମାଧାନ କରିବେ ? ଅନ୍ତର୍ଦୁଷ୍ଟି ବଳରେ ବାବା ତୁରନ୍ତ ତାଙ୍କର ମନକଥା ଜାଣିନେଇ ନାନାସାହେବଙ୍କୁ କହିଲେ ନାନା, ଯାହାର ପିଆଜ ହଜମ କରିବାର ଶକ୍ତି ଥିବ, ସେ ହିଁ ତାକୁ ଖାଇବା, ଅନ୍ୟ କେହି ନୁହେଁ ।

ଏହି ଗୋଟିଏ ବାକ୍ୟରେ ଯୋଗୀଜଣକ ବିସ୍ମିତ ହୋଇ ସାଇଚରଣରେ ନିଜକୁ ସମର୍ପଣ କରିଦେଲେ । ଶୁଦ୍ଧ ଏବଂ ନିଷ୍କପଟ ଭାବରେ ସେ ନିଜର ସମସ୍ୟା ବାବାଙ୍କ ସମ୍ମୁଖରେ ଉପସ୍ଥାପନକରି ତାର ସମାଧାନ କରିବାକୁ ପ୍ରାର୍ଥନା କଲେ ଏବଂ ବାବାଙ୍କଠାରୁ ଉଦି ପ୍ରସାଦ ଗ୍ରହଣ କରି ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲେ ।

 

 

Tags: onionsaibaba
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.