Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଏହି ଭିଟାମିନର ଅଭାବ ଶରୀରକୁ ଦୁର୍ବଳ କରିପାରେ, ଜାଣନ୍ତୁ କିପରି କରିବେ ଏହାକୁ ଦୂର

Sanchar Live by Sanchar Live
April 21, 2025
in ଜୀବନ ଶୈଳୀ
0
ଏହି ଭିଟାମିନର ଅଭାବ ଶରୀରକୁ ଦୁର୍ବଳ କରିପାରେ, ଜାଣନ୍ତୁ କିପରି କରିବେ ଏହାକୁ ଦୂର
0
SHARES
9
VIEWS
FacebookTwitter

ଶରୀରକୁ ସୁସ୍ଥ ରଖିବା ପାଇଁ ଭାଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ । ଯଦି କୌଣସି ଗୋଟିଏ ଭିଟାମିନର ଅଭାବ ଥାଏ, ତେବେ ତାହା ସମଗ୍ର ଶରୀରକୁ ପ୍ରଭାବିତ କରେ । ଏଥି ସହ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାକୁ ଲାଗେ ଏବଂ ଶରୀର ରୋଗର ଘର ପାଲଟି ଯାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ଭିଟାମିନ୍ ସି’ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯାହା ଆମ ଶରୀରକୁ ରୋଗ ସହିତ ଲଢ଼ିବାର କ୍ଷମତା ଦିଏ ଏବଂ ଏହାକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ ।

ଏତି ସହ ଆପଣମାନେ ଜାଣିରଖନ୍ତୁ ଯେ ଯଦି ଶରୀରରେ ଭିଟାମିନ୍ ସି’ର ଅଭାବ ଥାଏ, ତେବେ ଆପଣ ଶୀଘ୍ର ଅସୁସ୍ଥ ହୋଇପାରନ୍ତି । ସାମନ୍ୟ ଥଣ୍ଡା ମଧ୍ୟ ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ କେଶ ମଧ୍ୟ ଝଡିବାକୁ ଲାଗିଥାଏ । ଏଥି ସହ ହାଡ ଦୁର୍ବଳ ହୋଇଯାଏ ଏବଂ ମୁହଁର ଗ୍ଲୋ ନଷ୍ଟ ହୋଇଯାଇଥାଏ । ଭାଟାମିନ୍ ସି’ ଅଭାବରୁ ଦାନ୍ତ ଏବଂ ମାଢ଼ିରେ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହାର ଅର୍ଥ ହେଉଛି ଯଦି ଭିଟାମିନ୍ ସି’ର ଅଭାବ ରହିଛି, ତେବେ ସମ୍ପୂର୍ଣ୍ଣ ଶରୀର ଖୀରାପ ହେବାକୁ ଲାଗେ ।

ଭିଟାମିନ୍ ସି’ର ଅଭାବକୁ ଦୂର କରିବା ପାଇଁ, ଆପଣଙ୍କ ଖାଦ୍ୟରେ କିଛି ଖାସ୍ ଜିନିଷ ସାମିଲ କରନ୍ତୁ । ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଆପଣଙ୍କର ଭିଟାମିନ୍ ସି’ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରିବ । ତେବେ ଆସନ୍ତୁ ଜାଣିବା ଭିଟାମିନ୍ ସି ଭରପୂର ଖାଦ୍ୟ କ’ଣ? କେଉଁ ଜିନିଷରେ ଭିଟାମିନ୍ ସି ସବୁଠାରୁ ଅଧିକ ମିଳିଥାଏ?

୧. ଅଳାଁ : ଅଳାଁକୁ ଭିଟାମିନ୍ ସି’ର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଅଲାଁରେ ଭିଟାମିନ୍ ସି’ ଭରପୂର ମାତ୍ରାରେ ଥାଏ । ତେବେ ଆପଣ ସବୁଦିନ ଅଳାଁ ଖାଇବା ଅଭ୍ୟାସ୍ କରନ୍ତୁ । ଏଥି ସହ ଆପଣ ପ୍ରତିଦିନ ଅଳାଁ ଜୁସ୍, ଅଳାଁ ପାୁଡର, ଅଳାଁ ଆଚାର କିମ୍ବା ଅଳାଁ ଚଟଣୀ ଖାଇପାରିବେ ।

୨. ପିଜୁଳି : ଅଧିକାଂଶ ଲୋକ ଭାବନ୍ତି ଯେ ଭିଟାମିନ୍ ସି’ କେବଳ ଖଟା ଜିନିଷରେ ଅଧିକ ପରିମାଣରେ ମିଳିଥାଏ । କିନ୍ତୁ ତାହା ଆଦୌ ନୁହେଁ । ଫଳ ମଧ୍ୟରେ ପିଜୁଳିରେ ମଧ୍ୟ ଭରପୂର ମାତ୍ରାରେ ଭିଟାମିନ୍ ସି’ ରହିଥାଏ । ଆପଣ ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତୁ, ଯାହା ଦ୍ବାରା ଆପଣଙ୍କ ଶରୀରକୁ ୨୨୮ ମିଲିଗ୍ରାମର ଭିଟାମିନ୍ ସି’ ମିଳିବ । ତେବେ ଏଥିପାଇଁ ଆପଣ ନିଶ୍ଚିତ ଭାବରେ ନିଜର ଡାଏଟ୍ ପ୍ଲାନରେ ପିଜୁଳି ସାମିଲ୍ କରିପାରିବେ ।

୩. କିୱି : ଏଥି ସହ ଜାଣିରଖନ୍ତୁ ଯେ କିୱି ଫଳରେ ଭିଟାମିନ୍ ସି’ ମଧ୍ୟ ଭରପୂର ମାତ୍ରାରେ ରହିଛି । ତେଣୁ ଆପଣ ପ୍ରତିଦିନ ଗୋଟି, କିୱି ଖାଆନ୍ତୁ । ଗୋଟିଏ କିୱରରେ ପ୍ରାୟ ୯୨ ମିଗ୍ରା ଭିଟାମିନ୍ ସି’ ଥାଏ । ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ବହୁ ପରିମାଣରେ ପୂରଣ କରିପାରିବେ ।

୪. ଅମୃତଭଣ୍ଡା : ଆପଣ ନିଶ୍ଚିତ ଭାବରେ ଜାଣିରଖନ୍ତୁ ଯେ ଯଦି ଆପଣ ପ୍ରତ୍ୟେକ ଦିନ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତି, ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ହେବ ନାହିଁ । କାହିଁକି ନା ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ସି’ ରହିଥାଏ । ଜାଣନ୍ତି କି ଗୋଟିଏ କପ୍ ଅମୃତଭଣ୍ଡା ଖାଇବା ଦ୍ବାରା ଶରୀରକୁ ୮୮ ମିଲିଗ୍ରାମ ଭିଟାମିନ୍ ସି’ ମିଳିଥାଏ । ଗ୍ରୀଷ୍ମ ଋତୁରେ ଅମୃତଭଣ୍ଡା ଖାଇବା ଫଳରେ ପେଟ ଥଣ୍ଡା ରହିଥାଏ ।

୫. କମଳା ଏବଂ ଲେମ୍ବୁ : କମଳା ଏବଂ ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ସି’ ରହିଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ତେବେ ଆପଣ ପ୍ରତିଦିନ ଗୋଟିଏ କମଳା ଖାଇବା ଅଭଭ୍ୟାସ କରନ୍ତୁ, ଯାହା ଶରୀରକୁ ୭୦ ମିଲିଗ୍ରାମ ଭିଟାମିନ୍ ସି’ ମିଳିଥାଏ । ସେହିଭଳି ୧୦୦ ଗ୍ରାମ ଲେମ୍ବୁ ଖାଇବା ଦ୍ବାରା ଶରୀର ପ୍ରାୟ ୫୦-୬୦ ମିଲିଗ୍ରାମ ଭିଟାମିନ୍ ସି’ ପାଇଥାଏ ।

Tags: Helth tipsvitamins
ShareTweetShareSend
Sanchar Live

Sanchar Live

Next Post
ଆଜି ଏହିସବୁ ରାଶିଙ୍କ ଭାଗ୍ୟରେ ରହିଛି ଧନ ବର୍ଷା..

ଆଜି ଏହିସବୁ ରାଶିଙ୍କ ଭାଗ୍ୟରେ ରହିଛି ଧନ ବର୍ଷା..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.