Tuesday, February 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେଡିକୁ ପ୍ରସାଦଙ୍କ ଟାର୍ଗେଟ, କହିଲେ ଦିଲ୍ଲୀରେ ହୋଇଛି ଡିଲ

Sanchar Live by Sanchar Live
April 4, 2025
in ରାଜନୀତି
0
ବିଜେଡିକୁ ପ୍ରସାଦଙ୍କ ଟାର୍ଗେଟ, କହିଲେ ଦିଲ୍ଲୀରେ ହୋଇଛି ଡିଲ
0
SHARES
32
VIEWS
FacebookTwitter

ୱକଫ ବିଲକୁ ନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଡିଲ ହୋଇଛି , ଯେଉଁଥିପାଇଁ ବିରୋଧୀ ଦଳ ନେତା ମତ ବଦଳାଇଛନ୍ତି । ଦିଲ୍ଲୀରୁ ଫେରିବା ପରେ ମତ ବଦଳାଇଛନ୍ତି ନବୀନ ବାବୁ । ବିରୋଧୀ ଦଳ ନେତା  କହିଲେ ଆମେ ବିଜେପି ସହିତ ରହିବୁ । ସଂସଦରେ ଯାହା ହେଲା ତାହା ସମସ୍ତଙ୍କୁ ଜଣା । ବିଜେପି ଓ ବିଜେଡି ଏକାଠି ଅଛନ୍ତି ଜଳଜଳ ଦେଖାଯାଉଛି ।

ରାଜ୍ୟରେ ବିଜେଡି – ବିଜେପି ମେଣ୍ଟ କାଏମ  ରହିଛି କହିଲା କଂଗ୍ରେସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ କଂଗ୍ରେସ ପ୍ରତିକ୍ରିୟା ଦେଇଛନ୍ତି । କାଲି ରାଜ୍ୟସଭାରେ ୱାକଫ ବିଲ ଭୋଟିଂକୁ ନେଇ କଡା ପ୍ରତିକ୍ରିୟା  ଦେଇଛନ୍ତି । କହିଛନ୍ତି , ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ସାଂସଦଙ୍କୁ କହିଥିଲା । ବିଲ ସପକ୍ଷରେ ବିଜେଡିର ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଭୋଟ ଦେଇଛନ୍ତି । ରାଜ୍ୟରେ ବିଜେଡି- ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡିଶା ଜନତାଙ୍କୁ ଠକି ପାରିବେନି ।

Tags: bjdodishapoliticsprasad harichandan
ShareTweetShareSend
Sanchar Live

Sanchar Live

Next Post
ମୋର କୌଣସି  ସମ୍ପୃକ୍ତି ନାହିଁ : ପୁଞ୍ଜିଲାଲ ମେହେର

ମୋର କୌଣସି  ସମ୍ପୃକ୍ତି ନାହିଁ : ପୁଞ୍ଜିଲାଲ ମେହେର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଦଣ୍ଡନାଚରେ ଅଶ୍ଳୀଳତାକୁ ନା
  • ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ବେଦାନ୍ତ ଆଲୁମିନିୟମର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ରାୟଗଡ଼ା ଏବଂ କଳାହାଣ୍ଡିରେ ଶିକ୍ଷାଦାନକୁ ସ୍ମାର୍ଟ କରିଛି
  • କେନ୍ଦ୍ରାପଡ଼ାରେ ଲଜ୍ଜା, ପୁଣି ଗୁରୁ ନାଁରେ କଳଙ୍କ !

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.