Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

Sanchar Live by Sanchar Live
April 3, 2025
in ଭାରତ
0
ମହାରାଷ୍ଟ୍ରରେ ଭୂକମ୍ପ ଝଟକା
0
SHARES
11
VIEWS
FacebookTwitter

ମହାରାଷ୍ଟ୍ରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଭୂକମ୍ପର ତୀବ୍ରତା ୨.୬ରିକ୍ଟର ସ୍କେଲରେ ରହିଥିଲା । ଏପ୍ରିଲ ୩ (ଗୁରୁବାର) ଅର୍ଥାତ୍ ଆଜି ୧୧ଟା ୨୨ମିନିଟରେ ମହାରାଷ୍ଟ୍ର ସୋଲାପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା କିଛି ସମୟ ପାଇଁ ମାଟିକୁ ଥରାଇ ଦେଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ମାଟିରୁ ୫ କିଲୋମିଟର ତଳେ ଥିଲା । ଯାହା ମହାରାଷ୍ଟ୍ର ଉପରେ ହାଲକା ଝଟକାର ପ୍ରଭାବ ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଭୂକମ୍ପର ତୀବ୍ରତା ୨.୬ ରିକ୍ଟର ସ୍କେଲରେ ରହିଥିଲା । ଅନ୍ୟପଟେ ଏହା ପୂର୍ବରୁ ଏପ୍ରିଲ ୧ ମଙ୍ଗଳବାର ଦିନ ଭାରତର ଅନେକ ସ୍ଥାନ ଯେପରି କୋଲକତା ଏବଂ ଇମ୍ଫାଲରେ ଭୂକମ୍ପ ଅନୁଭୂତ ହୋଇଥିଲା । ୨୮ ମାର୍ଚ୍ଚରେ ବିହାର, ସିଲିଗୁଡି ଏବଂ ନେପାଳ ଭଳି ଅନ୍ୟାନ୍ୟ ଅଞ୍ଚଳରେ ଭୂକମ୍ପର ପ୍ରଭାବ ପଡିତିବା ଦେଖିବାକୁ ମିଳିଥିଲା । ୩୧ ମାର୍ଚ୍ଚରେ ଅରୁଣାଞ୍ଚଳ ପ୍ରଦେଶରେ ଦିନ ୨ଟା ୩୮ ମିନିଟ୍ ସମୟରେ ୩.୫ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗ୍ୟାଙ୍ଗଟକରେ ୩୦ ଓ ୩୧ ମାର୍ଚ୍ଚ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ୨୮ ମାର୍ଚ୍ଚରେ ୭.୭ ତୀବ୍ରତାରେ ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଥିଲା ।  ଯାହା ଖୁବ ଶକ୍ତିଶାଳୀ ଥିଲା । ଯେଉଁଥିରେ ୩୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ତେଣୁ ଯୁଦ୍ଧବିରାମକୁ ସହଜ କରିବା ପାଇଁ  ରିଲିଫ କାର୍ଯ୍ୟ ୨୨ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ ।

Tags: earthquickmaharastra
ShareTweetShareSend
Sanchar Live

Sanchar Live

Next Post
ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା

ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.