Sunday, June 22, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଖି କାହିଁକି ଡ଼େଇଁଥାଏ ? ଜାଣନ୍ତୁ କ’ଣ ରହିଛି କାରଣ …

Sanchar Live by Sanchar Live
April 1, 2025
in ଜୀବନ ଶୈଳୀ
0
ଆଖି କାହିଁକି ଡ଼େଇଁଥାଏ ? ଜାଣନ୍ତୁ କ’ଣ ରହିଛି କାରଣ …
0
SHARES
16
VIEWS
FacebookTwitter

ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକ ଲୋକ ଶୁଭ ଓ ଅଶୁଭ ସଙ୍କେତ ରହିଥିବା ବିଶ୍ୱାସ କରନ୍ତି । କୁହାଯାଏ, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । ତେବେ କାହିଁକି ଆଖି ଡେଇଁଥାଏ ଆସନ୍ତୁ ସେ ବିଷୟରେ ଜାଣିବା…
ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ମୁହୂର୍ତ୍ତ ପାଇଁ ହୋଇପାରେ କିମ୍ବା ଗୋଟିଏ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ ।

  • ବୈଜ୍ଞାନିକଙ୍କ ମତରେ ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁଥାଏ । ଚିକିତ୍ସା ଦ୍ୱାରା ଏହା ଭଲ ହୋଇପାରିବ । ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ।
  • ସେହିପରି ଆଖିର ଶୁଖିଲା ପଣ ଯୋଗୁଁ ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ବା ପାଣି ଗଡ଼ିବା ଯୋଗୁଁ ମଧ୍ୟ ଏପରି ହୋଇପାରେ ।
  • ନିଦ ପୂରା ହୋଇନଥିଲେ ଆଖି ଫଡଫଡ଼ ହୁଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାହିଁ ରହି ବହି ପଢ଼ିବା କିମ୍ବା ଫିଲ୍ମ ଦେଖିବା ଯୋଗୁଁ ନିଦ ପୂରା ହୁଏ ନାହିଁ । ଯେଉଁଥିପାଇଁ ଆଖି ଡେଇଁଥାଏ। କମ୍ପ୍ୟୁଟର, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥାଏ ।
  • ଆଖିର ମାଂସପେଶୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ । ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ କାରଣ ହୋଇଥାଏ ।
  • ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । କୌଣସି କଥାକୁ ନେଇ ଚିନ୍ତିତ ଥିଲେ ବାରମ୍ବାର ସେହି କଥାକୁ ଭାବିବା ଦ୍ୱାରା ଷ୍ଟ୍ରେସ ଅଧିକ ବଢ଼ିଥାଏ । ଯେଉଁଥିପାଇଁ ଆଖି ଡେଇଁବା ଆରମ୍ଭ ହୋଇପାରେ ।
Tags: Helth tipslifestyle
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ମୁମ୍ବାଇରେ ହେବ ନବୀନଙ୍କ ଅପରେସନ
  • ଇରାନ୍ ଉପରେ ଆମେରିକାର ହମଲା
  • ଆଜି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦ୍ବାଦଶୀ ତିଥିରେ ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି
  • ବଢୁଛି ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.