Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଭିଜିଲାନ୍ସ ଜାଲରେ ସ୍ୱେରେଜବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ

Sanchar Live by Sanchar Live
March 30, 2025
in ଅପରାଧ
0
ୱାଟକୋର ଆସିଷ୍ଟାଣ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍
0
SHARES
9
VIEWS
FacebookTwitter

ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ଅଧିକାରୀ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ ଦେବାଶିଷ ସାହୁଙ୍କ ଘର ଉପରେ ଚଢଉ କରିଛି ଭିଜିଲାନ୍ସ। ସହକାରୀ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ କଟକ ,ଜଟଣୀ,ଚୌଦ୍ୱାର ଆଦି ୭ଟି ସ୍ଥାନରେ ଆଜି ପ୍ରାତଃରୁ ଏକକାଳୀନ ଭାବେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢଉବେଳେ ଭିଜିଲାନ୍ସ କୋଟି କୋଟି ଟଙ୍କାର ଜମି, ଫ୍ଲାଟ, ବହୁତଳ ବିଶିଷ୍ଠ କୋଠା, ସୁନା ଗହଣା, ଘରୋଇ ଉପକରଣ, ଗାଡି, ବ୍ୟାଙ୍କଜମା ଆଦି ଠାବ କରିବାରେ ସଫଳ ହୋଇଛି। ଜଟଣୀ କଲେଜ ରୋଡ୍‌ରେ ୬୩୦୦ ବର୍ଗଫୁଟର ୨ ମହଲା କୋଠା, ଜଟଣୀ ସର୍ଦ୍ଦାର ପଟେଲ ମାର୍ଗରେ ଦୁଇମହଲା କୋଠା ଏବଂ ୪୮୦୦ ବର୍ଗଫୁଟର ତିନି ମହଲା କୋଠା ରହିଛି। ଜଟଣୀ ବନଦୁର୍ଗା ମାର୍କେଟରେ ମଧ୍ୟ ଦୁଇଟି ଦୋକାନ ଘର ରହିଛି। ଭୁବନେଶ୍ୱର ଓ ଜଟଣୀରେ ୨ଟି ମୂଲ୍ୟବାନ ପ୍ଲଟ ଥିବା ଜଣାପଡ଼ିଛି । ଘରୁ ନଗଦ ୧ଲକ୍ଷ ୫୫ହଜାର ୫୪୦ ଟଙ୍କା, ୨୩୦ ଗ୍ରାମର ସୁନା ଗହଣା ମିଳିଛି। ୨୦ ଲକ୍ଷ ୫୬ ହଜାର ଟଙ୍କା ବ୍ୟାଙ୍କ ଜମା ସହିତ ବହୁ ମୂଲ୍ୟବାନ ଓ ଘରୋଇ ଉପକରଣ ଠାବ ହୋଇଛି। ୩ଟି ଦୁଇ ଚକିଆ ସହ ଗୋଟିଏ କାର୍‌କୁ ଜବତ କରିଛି ଭିଜିଲାନ୍ସ। ଆଜି ଏହି ଚଢଉରେ ୭ଡିଏସ୍‌ପି, ୯ଜଣ ଇନ୍ସପେକ୍ଟର,୧୩ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Tags: cuttackodishavigilanceraid
ShareTweetShareSend
Sanchar Live

Sanchar Live

Next Post
ଏପ୍ରିଲ ୧ରୁ ପାଳନ ହେବ ଓଡ଼ିଆ ପକ୍ଷ

ଏପ୍ରିଲ ୧ରୁ ପାଳନ ହେବ ଓଡ଼ିଆ ପକ୍ଷ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.