Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍

Sanchar Live by Sanchar Live
March 27, 2025
in ଭାରତ
0
ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍ । କ୍ୟାନସର, ଡାଇବେଟିସ, ହୃଦରୋଗ ସମ୍ପର୍କିତ ଅନେକ ଔଷଧର ଦର ବଢ଼ିବ । ଏହା ସହ ଆଣ୍ଟିବାୟୋଟିକର ଦାମ ବି ବଢ଼ିବ । ଏସବୁ ଔଷଧର ଦାମ ୧ଦଶମିକ ୭ ପ୍ରତିଶତ ବଢିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟିସର ସାଧାରଣ ସମ୍ପାଦକ ରାଜୀବ ସିଙ୍ଘଲ । କଞ୍ଚାମାଲର ଦାମ ବଢିବା ସହ ଅଧିକ ଖର୍ଚ୍ଚ ଭରଣା ତଥା ଫାର୍ମାସ୍ୟୁଟିକାଲ ଶିଳ୍ପକୁ ସହାୟତା ଲାଗି ସରକାର ଏହି ପଦକ୍ଷେପ ନେବେ । ଆସନ୍ତା ୨-୩ ମାସ ମଧ୍ୟରେ ଏହି ଦରବୃଦ୍ଧି ଲାଗୁ ହେବ । ଔଷଧର ଦରବୃଦ୍ଧି ସୀମାକୁ ଅତିକ୍ରମ କରି ଫାର୍ମା କମ୍ପାନୀମାନେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ରସାୟନ ଓ ସାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅବଗତ ହୋଇଥିଲା । ଫାର୍ମା କମ୍ପାନୀଗୁଡିକ ଦ୍ବାରା ଦରବୃଦ୍ଧି ସୀମା ଉଲ୍ଲଂଘନ ଘଟଣା ତିନିଶହରୁ ଅଧିକ ବୋଲି ଜାଣିବାକୁ ପାଇଛି ଜାତୀୟ ଫାର୍ମାସୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ । କେଉଁ ଔଷଧର ଦାମ୍ କେତେ ରହିବ ତାହା ନିର୍ଦ୍ଧାରଣ କରିଥାଏ ଏନପିପିଏ । ସରକାରୀ ସ୍ତରରେ ମିଳୁଥିବା ଔଷଧ କ୍ରୟ କରୁଥିବା ହେତୁ ରୋଗୀମାନେ ବାର୍ଷିକ ୩ ହଜାର ୭୮୮କୋଟି ଟଙ୍କା ସଞ୍ଚୟ କରିଥାନ୍ତି ।

Tags: givtmedicineprice hike
ShareTweetShareSend
Sanchar Live

Sanchar Live

Next Post
ଯେଉଁ ମାନେ ପୋଲିସ ବର୍ଦ୍ଦିରେ ହାତ ଦେଇଛନ୍ତି କାହାରିକୁ ବି ଛଡ଼ା ଯିବ ନାହିଁ : ପୋଲିସ ଡିଜି

ଯେଉଁ ମାନେ ପୋଲିସ ବର୍ଦ୍ଦିରେ ହାତ ଦେଇଛନ୍ତି କାହାରିକୁ ବି ଛଡ଼ା ଯିବ ନାହିଁ : ପୋଲିସ ଡିଜି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.