Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ନିଜ ଟିମକୁ ସପୋର୍ଟ ପାଇଁ କୋଲକାତାରେ ପହଞ୍ଚିଲେ ଶାହରୁଖ

Sanchar Live by Sanchar Live
March 22, 2025
in କ୍ରୀଡ଼ା
0
ନିଜ ଟିମକୁ ସପୋର୍ଟ ପାଇଁ କୋଲକାତାରେ ପହଞ୍ଚିଲେ ଶାହରୁଖ
0
SHARES
6
VIEWS
FacebookTwitter

୨୦୨୫ର IPL ଆରମ୍ଭ ହେବାକୁ ଯାଉଛି । ୨୨ ମାର୍ଚ୍ଚରେ ହେବାକୁ ଥିବା କୋଲକାତା ନାଇଟରାଇଡର୍ସ ଏବଂ ରାୟଲ ଚ୍ୟାଲେଞ୍ଜର ବେଙ୍ଗାଲୁର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ପ୍ରତିଥର ଭଳି ଏଥର ମଧ୍ୟ ଶାହରୁଖ ଖାନ୍ ନିଜ ଟିମକୁ ଶୁଭେଚ୍ଛା ଜଣାଇବାକୁ କଲିକତାରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶାହରୁଖଙ୍କୁ ଜୋରଦାର ସ୍ବାଗତ କରିବା ସହିତ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି ।

ଅନ୍ୟପଟେ ମ୍ୟାଚ୍ ର ପ୍ରସ୍ତୁତି ପର୍ଯ୍ୟାୟର ଅନ୍ତ ଘଟିଛି । ମ୍ୟାଚର ସମୟ ଯେତେ ପାଖେଇ ଆସୁଛି କ୍ରକେଟଫ୍ୟାନ୍ସଙ୍କ ଖୁସି ମଧ୍ୟ ଦ୍ବିଗୁଣିତ ହେବାରେ ଲାଗିଛି । ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚରେ ୧୦ଟି ଟିମ୍ ମଧ୍ୟରେ ଖେଳାଯିବ । ନିଜର ଫେବରାଇଟ୍ ଟିମର ସପୋର୍ଟ ପାଇଁ ଷ୍ଟାଡିୟମରେ ପ୍ରଶଂସକଙ୍କ ସୁଅ ଛୁଟିବାରେ ଲାଗିଛି । କିକ୍ରେଟ ପ୍ରେମୀ ଶାହରୁଖ ମଧ୍ୟ ନିଜ ଟିମର ସପୋର୍ଟ ପାଇଁ କଲିକତା ଷ୍ଟାଡିୟମରେ ପହଞ୍ଚିଛନ୍ତି । କଲିକତାରେ ପହଞ୍ଚିବା ପରେ ପବ୍ଲିକ୍ ମଧ୍ୟ ଶାହରୁଖଙ୍କୁ  ଚିୟର୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । IPL ମ୍ୟାଚ୍ ପାଇଁ ସମସ୍ତଙ୍କ ମନରେ କ୍ରେଜନେସ ବଢିବାରେ ଲାଗିଛି ।

IPL ମ୍ୟାଚ୍ ପାଇଁକଲିକତା ଷ୍ଟାଡିୟମରେ ଯେତିକି ଭିଡ ଶାହାରୁଖଙ୍କୁ ଦେଖିବା ପାଇଁ ତାଠୁ ଦ୍ବିଗୁଣ ଭିଡ ଜମିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଶାହାରୁଖ ଚିୟର୍ସ କରୁଥିବାର ନଜରରେ ଆସିଛନ୍ତି । ମ୍ୟାଚ ପୂର୍ବରୁ ଟିମର ଜୋସ ବଢାଇବାରେ କୌଣସି ମୌକା ଛାଡିନାହାନ୍ତି ଶାହାରୁଖ । ଶାହାରୁଖ ତାଙ୍କ ଟିମର ସପୋର୍ଟ ପାଇଁ ପ୍ରତ୍ୟେକ ଥର ଷ୍ଟାଡିୟମରେ ପହଞ୍ଚିଥାନ୍ତି  । କିନ୍ତୁ ଏଥର ଶାହାରୁଖଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ନଜର ଆସିବେ ।

ଯଦି IPL ୨୦୨୫ର ମ୍ୟାଚ୍ କଥା କୁହାଯିବ ତେବେ, ୨୨ ମାର୍ଚ୍ଚର ଓପନିଙ୍ଗ୍ ପରେ ଅଜିକ୍ୟ ରହାଣେ ଟିମ KKR ସହିତ ବିରାଟ କୋହଲିଙ୍କ ଟିମ  ରାୟଲ ଚ୍ୟାଲେଞ୍ଜର ବେଙ୍ଗାଲୁର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । KKR ୩ଟି IPL ଟ୍ରଫି ଜିତିଥିବା ବେଳେ ବିରାଟ କୋହଲି IPLର ୧ମ ଟ୍ରଫି ଜିତିବା ପାଇଁ ଆଶାବାଦୀ ରହିଛନ୍ତି ।

Tags: iplkkrvsrcbsaharukhkhan
ShareTweetShareSend
Sanchar Live

Sanchar Live

Next Post
ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ପଶିଲା ଡ୍ରେନପାଣି

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ପଶିଲା ଡ୍ରେନପାଣି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.