Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଚହଲ-ଧନଶ୍ରୀ ବିବାହ ବିଚ୍ଛେଦ, ଡିଭୋର୍ସ ପାଇଁ ଅନୁମତି ଦେଲେ ଫ୍ୟାମିଲି କୋର୍ଟ

Sanchar Live by Sanchar Live
March 20, 2025
in ମନୋରଞ୍ଜନ
0
ଚହଲ-ଧନଶ୍ରୀ ବିବାହ ବିଚ୍ଛେଦ, ଡିଭୋର୍ସ ପାଇଁ ଅନୁମତି ଦେଲେ ଫ୍ୟାମିଲି କୋର୍ଟ
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ଏତେ ଦିନ ଧରି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସତରେ ପରିଣତ ହୋଇଛି। ଭଲରେ ଭଲରେ ଦୁଇ ବର୍ଷ ବି ତିଷ୍ଠି ପାରିଲା ନାହିଁ ସେଲିବ୍ରିଟି ବାହାଘର। କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏକ ଫ୍ୟାମିଲି କୋର୍ଟ ଏହାର ରାୟ ଦେଇଛନ୍ତି। ୨୦୨୦ରେ ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ବାହାଘର ହୋଇଥିଲା। କରୋନା ଲକ୍ ଡାଉନ ବେଳେ ଧନଶ୍ରୀଙ୍କଠାରୁ ଡାନସ୍ ଶିଖିବାକୁ ଯାଇଥିଲେ ଚହଲ। ସେଠାରୁ ପ୍ରେମ, କିଛି ମାସ ପରେ ବିବାହ। କିନ୍ତୁ ମାତ୍ର ୨ ବର୍ଷ ପରେ ୨୦୨୨ରୁ ସେମାନେ ଅଲଗା ରହୁଥିଲେ। ଉଭୟେ ଫ୍ୟାମିଲି କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କରିଥିଲେ। ମ୍ୟୁଚୁଆଲ୍ ଡିଭୋର୍ସ ପାଇଁ ଆବେଦନ ହୋଇଥିବାରୁ ୬ ମାସର କୁଲିଂ ପିରିୟଡ ବି ରଖାଯାଇନାହିଁ। ଚହଲ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଧନଶ୍ରୀଙ୍କୁ ଭରଣ ପୋଷଣ ଭାବେ ଦେବେ।

Tags: chahalDhanshreedivorce
ShareTweetShareSend
Sanchar Live

Sanchar Live

Next Post
ବେଆଇନ ବେଟିଂ ଆପକୁ ପ୍ରମୋଟ କରିବା ମାମଲା: ୨୫ ସେଲିବ୍ରିଟିଙ୍କ ନାଁରେ ମାମଲା ଦାୟର

ବେଆଇନ ବେଟିଂ ଆପକୁ ପ୍ରମୋଟ କରିବା ମାମଲା: ୨୫ ସେଲିବ୍ରିଟିଙ୍କ ନାଁରେ ମାମଲା ଦାୟର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.