Saturday, October 17, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବିଡିଓଙ୍କ ଉଦ୍ଯମ ପାଇଁ ବଞ୍ଚିଗଲା ଜୀବନ

Sanchar Live by Sanchar Live
August 14, 2024
in ଓଡିଶା
0
ବିଡିଓଙ୍କ ଉଦ୍ଯମ ପାଇଁ ବଞ୍ଚିଗଲା ଜୀବନ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ହାରିଲା ଅନ୍ଧବିଶ୍ୱାସ ଜିତିଲା ପ୍ରଶାସନ । ବିଡିଓଙ୍କ ଉଦ୍ଯମ ପାଇଁ ବଞ୍ଚିଗଲା ଜୀବନ ।  ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗାଁରେ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ମହାନତା ଦେଖିବାକୁ ମିଳିଛି । ଗାଁରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୪ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ଧବିଶ୍ବାସକୁ ଭରସା କରି ଅନ୍ଯ ଆକ୍ରାନ୍ତ ଡାକ୍ତରଖାନା ଯାଉନଥିଲେ । ଘର ଗୋଡ଼ କାଢିଲେ ମୃତ୍ଯୁ ହେବ ବୋଲି ସମସ୍ତେ ଆଶଙ୍କା କରି ଡାକ୍ତରଖାନା ଯାଉନଥିଲେ । ଘର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ ଝାଡ଼ାବାନ୍ତି ଆକ୍ରାନ୍ତ । ଡାକ୍ତରୀ ଦଳ ରୋଗୀଙ୍କୁ ଦୁଇଦିନ ଧରି ବୁଝାଉଥିଲେ ମଧ୍ଯ କୌଣସି ସୁଫଳ ମିଳୁନଥିଲା । ଡାକ୍ତରଖାନା ନଯିବା ଜିଦରେ ଅଟଳ ରହିଥିଲେ ଆକ୍ରାନ୍ତ । ଆଜି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଗାଁକୁ ଯାଇ ସମସ୍ତଙ୍କୁ ବୁଝାସୁଝା କରିଥିଲେ । ପରେ ନିଜ ହାତରେ ୭ ବର୍ଷର ଆକ୍ରାନ୍ତ ଶିଶୁ ଓ ତାର ମାଆକୁ ଗାଡ଼ିରେ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ସବୁ ରୋଗୀଙ୍କୁ ମେଡିକାଲରେ ସୁରକ୍ଷିତ ଚିକିତ୍ସା କରିବାକୁ ପ୍ରତିଶୃତି ଦେଇଥିଲେ । ପରେ ସମସ୍ତ ରୋଗୀଙ୍କୁ ଡଙ୍ଗରଭେଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଡିଓଙ୍କର ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି ।

Tags: bdonabarangapurnandahandinandahandi block
ShareTweetShareSend
Sanchar Live

Sanchar Live

Next Post
ଏଥର ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ

ଏଥର ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସଡ଼କ ଦୁର୍ଘଟଣାରେ ଶାଶୂ ଓ ଜ୍ୱାଇଁ ମୃତ
  • ଭାରତକୁ ଆଶ୍ବସ୍ତି ଦେଲେ ଟ୍ରମ୍ପ
  • ଇଥାନଲ ଉତ୍ପାଦନରେ ଚିନିର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ
  • ମେଡିକାଲରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ
  • ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.