Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଢେଙ୍କାନାଳ ବାଲିମି ପୋଲିସ ହାତରେ ଲେଡି ଡନ୍

Sanchar Live by Sanchar Live
March 18, 2025
in ଅପରାଧ
0
ଢେଙ୍କାନାଳ ବାଲିମି ପୋଲିସ ହାତରେ ଲେଡି ଡନ୍
0
SHARES
61
VIEWS
FacebookTwitter

ସଂଚାର ବ୍ୟୁରୋ: ଢେଙ୍କାନାଳ ବାଲିମି ପୋଲିସ ହାତରେ ଲେଡି ଡନ୍ । ଗତକାଲି ତାଳଚେରରୁ ଜଣେ ମହିଳା ଗିରଫ ହୋଇଥିବାବେଳେ ଆଜି ଆଉଜଣକୁ ଗିରଫ କରିଛି ପୋଲିସ୍ । ଟ୍ରାନ୍ସପୋର୍ଟ କରି ରୁଙ୍ଗଟା କାରଖାନାରୁ ପାରାଦୀପକୁ ଲୁହାପଥର ଚୋରା ଚାଲାଣ କରୁଥିଲେ ଏହି ସୁନ୍ଦରୀ ଗ୍ଯାଙ୍ଗ । ଲୁହାପଥର ଲୁଟ କରି ମଙ୍ଗୁଳିରେ ବିକ୍ରି କରୁଥିଲେ । ଚୋରା ଲୁହା ପଥର ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ଏହା ସହିତ ଟ୍ରକ୍ ଭଡା ନେଇ ବହୁ ବ୍ୟବସାୟୀକୁ ଠକି ଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଆହୁରି କେତେ ମହିଳା ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସପି । ଗ୍ୟାଙ୍ଗର ମୁଖ୍ୟ ଲେଡି ଡନଙ୍କ ନାଁ ସନ୍ତୋଷ ମହାନ୍ତି । ସନ୍ତୋଷ ଙ୍କ ଘର ତାଳଚେର ଡେରା କଲୋନୀରେ । ଏହି ଗ୍ଯାଙ୍ଗ ଢେଙ୍କାନାଳ, ପାରାଦୀପ, କଟକ, ଭୁବନେଶ୍ୱର, ତାଳଚେର ଟ୍ରକ୍ ମାଲିକଙ୍କୁ କରୁଥିଲେ ଟାର୍ଗେଟ । ୨୦ କୋଟିରୁ ଉର୍ଦ୍ଧ୍ବ ଲୁହା ପଥର ବିକ୍ରି କରିଥଇବା ପୋଲିସ ସୂଚନା ପାଇଛି । ପୂର୍ବରୁ ମହିଳା ଜଣଙ୍କ ଚୋରା କୋଇଲା ବେପାର ମଧ୍ୟ କରୁଥିଲେ ।

ନିଜ ସୁନ୍ଦର ଚେହେରା ଦେଖାଇ ଟ୍ରକ୍ ମାଲିକ ମନକୁ କରୁଥିଲେ ଟାର୍ଗେଟ । ଦୁଇ ମହିଳାଙ୍କୁ ଅଟକ ରଖିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି । କାରଖାନା ଭିତରୁ କେମିତି ମାଲ୍ ପଦାକୁ ଆସୁଥିଲା ? କେମିତି ଯାଉଥିଲା କେମିତି ବିକ୍ରି ହେଉଥିଲା ? ଆଉ କିଏ କିଏ ସଂପୃକ୍ତ ଅଛନ୍ତି ? ତାର ତଦନ୍ତ ନିଜେ ଏସପି କରିଛନ୍ତି । ଖୁବଶୀଘ୍ର ପୁରା ଗ୍ୟାଙ୍ଗ ପଦାକୁ ଆସିବ ବୋଲି କହିଛନ୍ତି ଏସପି ଅଭିନବ ଶୋନକର ।

Tags: crimedhenkanalledy don
ShareTweetShareSend
Sanchar Live

Sanchar Live

Next Post
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଙ୍ଗରାଜ ମନ୍ଦିରର ଗର୍ଭ ଗୃହର ଫଟୋ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଙ୍ଗରାଜ ମନ୍ଦିରର ଗର୍ଭ ଗୃହର ଫଟୋ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.