Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜଧାନୀରେ ଗର୍ଜିଲେ ଆଶାକର୍ମୀ

Sanchar Live by Sanchar Live
March 10, 2025
in ଓଡିଶା
0
ରାଜଧାନୀରେ ଗର୍ଜିଲେ ଆଶାକର୍ମୀ
0
SHARES
11
VIEWS
FacebookTwitter

ଆଶାକର୍ମୀ  କରୁଛନ୍ତି ବିକ୍ଷୋଭ ପ୍ରଦର୍ଶନ ।  ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ଦରମା ବାବଦକୁ ୨୬ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ମହିଳାମାନେ । ଏହାସହ, ମାସିକ ପେନସନ ୧୦ ହଜାର ଟଙ୍କା, ସ୍ମାର୍ଟ ଫୋନ ପାଇଁ ୧୦ ହଜାର ଟଙ୍କା, ଅବସର ଓ ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ଇପିଏଫ, ଇଏସ୍‌ଆଇ ସହ ଗ୍ରାଚ୍ୟୁଟି ଲାଗୁ,  ପ୍ରସବକାଳୀନ ଛୁଟି ଓ ସାମାଜିକ ସୁରକ୍ଷା ଯୋଗାଇବ ପାଇଁ ଆଶାକର୍ମୀ ସଂଘ ଦାବି କରିଛି । 

ପୂର୍ବସୂଚନା ଅନୁଯାୟୀ ବିଭିନ୍ନ ଦାବି ନେଇ ୨୦୧୮ ଓ ୨୦୨୨ ଓ ୨୦୨୩  ମଧ୍ୟ ଆଶାକର୍ମୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ  ମଧ୍ୟ୍ୟ ଏକାଠି ହୋଇଥିଲେ । ରାଜଧାନୀ ରାଜରାସ୍ତା ରେ ଏମିତି ଗର୍ଜିଥିଲେ ଆଶାକର୍ମୀ ମାନେ ।  ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି  ଆଗରୁ ମଧ୍ୟ୍ୟ କରି ସାରା ରାଜ୍ୟର ଆଶା କର୍ମୀ ରାଜଧାନୀରେ ଏକାଠି ହୋଇଥିଲେ  ।

ଏତେ ସଂଖ୍ୟକ ଆଶାକର୍ମିଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ରାଜଧାନୀ ପୋଲିସ ଛାଉଣୀ ହୋଇ ମଧ୍ୟ୍ୟ ହୋଇଥିଲେ  । ଏପରିକି ଆଶାକର୍ମୀ-ପୋଲିସ ଧସ୍ତାଧସ୍ତି ବି ହୋଇ। ଆନ୍ଦୋଳନରତ ଆଶାକର୍ମୀମାନେ ବିଧାନସଭା ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ଠେଲାପେଲା ଓ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲେ  । ସୂଚନାଥାଉ କି, ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ ଆଶା କର୍ମୀ  ।

ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି, ପେନ୍‌ସନ୍‌ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଥିଲେ । ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏବେ ଆଶାକର୍ମୀ କହିଛନ୍ତି,  ସରକାର ଆମ ଦାବି ପୂରଣ ନକରିବା ଯାଏଁ ଆମେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବୁ ନାହିଁ ‘

Tags: ashakarmiodishaprotest
ShareTweetShareSend
Sanchar Live

Sanchar Live

Next Post
ନୟାଗଡ଼ରେ ବାଣ ବିସ୍ଫୋରଣ

ନୟାଗଡ଼ରେ ବାଣ ବିସ୍ଫୋରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.