ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର ା ବିମାନବନ୍ଦରରୁ ସିଧାସଳଖ ଘରକୁ ଯିବ ମରଶରୀର । ଜଗନ୍ନାଥ ବିହାରସ୍ଥିତ ଘରେ ଅନ୍ତିମ ଦର୍ଶନ ବ୍ୟବସ୍ଥା ରହିଛି । ସିନେ ଜଗତର ବିଶିଷ୍ଟ ବ୍ୟକ୍ତି କରିବେ ଅନ୍ତିମ ଦର୍ଶନ । ଅପରାହ୍ଣରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯିବ ।
© 2024 Sanchar News