Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

UPI ପେମେଣ୍ଟ : ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ

Sanchar Live by Sanchar Live
February 22, 2025
in ଭାରତ
0
UPI ପେମେଣ୍ଟ : ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ
0
SHARES
89
VIEWS
FacebookTwitter

UPI ପେମେଣ୍ଟ ନେଇ ବଡ଼ ଖବର। ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ । ଦିନ ଥିଲା ଲୋକ କିଛିବି କିଣିବା ପାଇଁ ପକେଟରେ ଟଙ୍କା ନେଇ ଯାଉଥିଲେ । ଏବେ ସମୟ ବଦଳିଛି, ଆଉ ସମୟ ବଦଳିବା ସହ ପେମେଣ୍ଟ ସିଷ୍ଟମ ବି ବଦଳିଛି । ଏବେ ଆଉ ଲୋକେ କ୍ୟାସ୍ ଦେଇ ଜିନିଷ କିଣୁ ନାହାନ୍ତି । ପାଖରେ ମୋବାଇଲ୍ ଅଛି ତ ପକେଟରେ ଟଙ୍କା ବି ଅଛି । ଦୋକାନ ହେଉ କି ସୋ’ରୁମ୍ ବା ଅନ୍ୟ କିଛି ଜିନିଷ କିଣ ମୋବାଇଲରୁ ହିଁ ପେମେଣ୍ଟ କରିହେଉଛି । ୟୁପିଆଇ ଦ୍ୱାରା ପେମେଣ୍ଟ ସହଜ ହୋଇଥିବାରୁ ଲୋକେ ଘରେ ବସି ବି ଅତି ସହଜରେ ସବୁ କିଛି କିଣି ପାରୁଛନ୍ତି ଏବଂ ବିଲ୍ ପେମେଣ୍ଟ କରିପାରୁଛନ୍ତି । ଯେପରିକି ଇଲେକ୍ରିକ୍ ବିଲ୍, ଗ୍ୟାସ୍ ବିଲ୍, ଡିଟିଏଚ୍ ରିଚାର୍ଜ, ଏଲଆଇସି ପେମେଣ୍ଟ୍ ଭଳି ପେମେଣ୍ଟ ଅତି ସହଜରେ ଲୋକେ ଘରେ ବସି କରିପାରୁଛନ୍ତି । ଆଉ ଏହି ସେବା ପାଇଁ କୌଣସି ଶୁଳ୍କ ବି ଦେବାକୁ ପଡୁନଥିଲା । କିନ୍ତୁ ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ପାଇଁ ଶୁଳ୍କ ଦେବାକୁ ପଡିପାରେ । ପ୍ରତିଦିନ ୬୦ରୁ ୮୦ ପ୍ରତିଶତ ନେଣଦେଣ ୟୁପିଆଇ ପେମେଣ୍ଟ ଦ୍ୱାରା ହେଉଛି । ପ୍ରତିଦିନ କୋଟି କୋଟି ଟଙ୍କା ଟ୍ରାଞ୍ଜାକସନ୍ ହେଉଛି । ଦେଶରେ ଅନେକ କମ୍ପାନୀ ୟୁପିଆଇ ସିଷ୍ଟମ ଆରମ୍ଭ କରିଛନ୍ତି, କିନ୍ତୁ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ସବୁଠୁ ଅଧିକ ବ୍ୟବହାର ହେଉଛି । ଏହି ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁଛି । ସେହିପରେ ବର୍ତ୍ତମାନ ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡିବ ।

Tags: special storyUpi
ShareTweetShareSend
Sanchar Live

Sanchar Live

Next Post
କିଡନୀ ଷ୍ଟୋନ, ଚର୍ମ ରୋଗ ଓ ହେୟାର ଫଲ୍ ଦୂର କରିବ ଆମ୍ବ ପତ୍ର, ଏପରି କରନ୍ତୁ ବ୍ୟବହାର

କିଡନୀ ଷ୍ଟୋନ, ଚର୍ମ ରୋଗ ଓ ହେୟାର ଫଲ୍ ଦୂର କରିବ ଆମ୍ବ ପତ୍ର, ଏପରି କରନ୍ତୁ ବ୍ୟବହାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.