Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣା: ୬ଜଣ ଅପହରଣକାରୀଙ୍କୁ ରାଞ୍ଚିରୁ ଗିରଫ କଲା ପୋଲିସ

Sanchar Live by Sanchar Live
February 22, 2025
in ଅପରାଧ
0
ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣା: ୬ଜଣ ଅପହରଣକାରୀଙ୍କୁ ରାଞ୍ଚିରୁ ଗିରଫ କଲା ପୋଲିସ
0
SHARES
34
VIEWS
FacebookTwitter

କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ବଡ଼ବିଲ ଗ୍ରେୱାଲ୍ କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାର ମୁଖ୍ୟ ଆସାମୀ ସର୍ଫରାଜ ଆନସାରୀ ସହିତ, ଅନ୍ୟ ୬ଜଣ ଅପହରଣକାରୀଙ୍କୁ ରାଞ୍ଚିରୁ ଗିରଫ କଲା ପୋଲିସ୍ । ସେମାନଙ୍କ ନିକଟରୁ ୫୦ ଲକ୍ଷ ୯୦ ହଜାର ଟଙ୍କା, ୮ଟି ମୋବାଇଲ,ଏକ ବାଇକ୍ ଓ ଏକ ଖେଳନା ବନ୍ଧୁକ ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବ୍ରିଜେଶ୍ ରାୟ । ଗତ ୧୨ ତାରିଖରେ ନିମାନନ୍ଦଙ୍କୁ ଅଫିସରୁ ଘରକୁ ଫେରିବା ବାଟରେ ତାଙ୍କ ଡ଼୍ରାଇଭର୍ ଏମଡ଼ି ଫିରୋଜ୍ ଅପହରଣ କରି ନେଇଥିଲା । ଅପହରଣକାରୀ ୬୦ ଲକ୍ଷ ଟଙ୍କା ନେବା ପରେ ନିମାନନ୍ଦଙ୍କୁ ଛାଡ଼ିଥିଲେ । ଏହି ଘଟଣାରେ ୧୨ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଥିଲା କେନ୍ଦୁଝର ପୋଲିସ । ନିମାନନ୍ଦଙ୍କର ଡ୍ରାଇଭର୍ ଫିରୋଜ୍ ଏହି ଅପହରଣକାରୀ ଗ୍ୟାଙ୍ଗ୍ ସହିତ ପୂର୍ବରୁ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା । ଅପହରଣର ୮ଦିନ ପରେ ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ ।

Tags: arrestkendujharranchi
ShareTweetShareSend
Sanchar Live

Sanchar Live

Next Post
UPI ପେମେଣ୍ଟ : ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ

UPI ପେମେଣ୍ଟ : ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେବାକୁ ପଡିପାରେ ଶୁଳ୍କ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.