Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନଜର ପକାନ୍ତୁ ବଜେଟ୍ ଅପଡେଟ୍ ଉପରେ..

Sanchar Live by Sanchar Live
February 17, 2025
in ଓଡିଶା
0
ନଜର ପକାନ୍ତୁ ବଜେଟ୍ ଅପଡେଟ୍ ଉପରେ..
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ୨୦୨୫-୨୬ ଲାଗି ଆସିଲା ରାଜ୍ଯ ବଜେଟ। ମୁଖ୍ଯମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଛନ୍ତି ବଜେଟ। ଚଳିତ ଆର୍ଥିକ ବର୍ଷ ବଜେଟର ଆକାର ରହିଛି ୨ ଲକ୍ଷ ୯୦ ହଜାର କୋଟି ଟଙ୍କା। ଚଳିତ ବଜେଟରେ ଋଣ ଭାର ପରିମାଣ ରହିଛି ୧ ଲକ୍ଷ ୩୪ ହଜାର ୯୧୪ କୋଟି। କାର୍ଯ୍ୟକ୍ରମ ବ୍ୟୟ ପରିମାଣ ରହିଛି ୧ ଲକ୍ଷ ୭୦ ହଜାର କୋଟି। ପୁଞ୍ଜି ବିନିଯୋଗ ପରିମାଣ ରହିଛି ୬୫ ହଜାର ୧୨ କୋଟି ଟଙ୍କା। ବଜେଟରେ ସାମାଜିକ କ୍ଷେତ୍ର ଲାଗି ବ୍ୟୟ ପରିମାଣ ରହିଛି ୧ ଲକ୍ଷ ୧୯ ହଜାର ୫୬୫ କୋଟି ଟଙ୍କା। ଉନ୍ନୟନମୂଳକ ବ୍ଯୟ ଲାଗି ରହିଛଇ ୨ ଲକ୍ଷ ୧୧ ହଜାର ୨୧୨ କୋଟି ଟଙ୍କା। ରାଜସ୍ବ ବଳକା ପରିମାଣ ରହିଛି ୩୧ ହଜାର ୮୦୦ କୋଟି। ବିତ୍ତୀୟ ନିଅଣ୍ଟ ପରିମାଣ ରହିଛି ୩୪ ହଜାର ୨୦୦ କୋଟି। ବଜେଟରେ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୫ହଜାର ୨୨୨ କୋଟି ଟଙ୍କା ବ୍ୟୟବରାଦ ରହିଛି। ସ୍କୁଲ ଓ ଗଣଶିକ୍ଷା ଲାଗି ୩୧ ହଜାର ୧୮୫ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ଲାଗି ୨୨ ହଜାର ୭୪୧ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୯ ହଜାର ୯୭୩ କୋଟି ଟଙ୍କାର ବ୍ୟୟବରାଦ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଲାଗି ୨୮ ହଜାର ୪୫୧ କୋଟି, ଶିଳ୍ପ ଲାଗି ୮୦୮ କୋଟି, ଜଳସମ୍ପଦ ଲାଗି ୧୪ ହଜାର ୮୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

Tags: Budgetodisha
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟ ବଜେଟ୍ : କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭ ହଜାର ୮୩୮ କୋଟି

ରାଜ୍ୟ ବଜେଟ୍ : କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭ ହଜାର ୮୩୮ କୋଟି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.