Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ପଞ୍ଚାୟତ ପିଇଓଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା..

Sanchar Live by Sanchar Live
February 15, 2025
in ଅପରାଧ
0
0
SHARES
18
VIEWS
Facebook
Twitter

Related posts

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

November 7, 2026
ଏମିତି ଜ୍ୱାଇଁ କାହାକୁ ନମିଳୁ…

ଏମିତି ଜ୍ୱାଇଁ କାହାକୁ ନମିଳୁ…

November 6, 2026

ସଂଚାର ବ୍ୟୁରୋ: ଦିନ ଦ୍ୱିପ୍ରହରେ ଲକ୍ଷାଧିକ ଟଙ୍କା ଲୁଟ । ପଞ୍ଚାୟତ ପିଇଓଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ଯାଉଥିବା ବେଳେ ଛୁରି ଦେଖାଇ ବ୍ୟାଗ ନେଇଯାଇଛନ୍ତି ଲୁଟେରା । ଜୟପୁର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ବୋଡ଼ିଗାଁ ପଞ୍ଚାୟତର ପିଇଓ ଅର୍ଜୁନ ପାତ୍ରଙ୍କୁ ଛୁରୀ ଦେଖାଇ ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ । ପିଇଓ ଜଣକ ଆଜି ବ୍ଲକ କାର୍ଯ୍ୟାଳୟରୁ ଟଙ୍କା ଧରି ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ । ୬ ଜଣ ଦୃର୍ବୁତ୍ତ ୩ଟି ବାଇକରେ ପିଛା କରି ରତାଳି ରାସ୍ତା ମଝିରେ ପିଇଓଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ବୋଡ଼ିଗାଁ ସରପଞ୍ଚ କରୁଣା ବଡନାୟକ ,ସ୍ଥାନୀୟ ଲୋକ ପହଞ୍ଚି ପିଇଓଙ୍କ ବାଇକ ଏବଂ ଫୋନ୍ ଉଦ୍ଧାର କରି ପୋଲିସ ଏବଂ ବୋରିଗୁମ୍ମା ବିଡ଼ିଓଙ୍କୁ ଖବର ଦେଇଥିଲେ । ସେପଟେ ଘଟଣାସ୍ଥଳରେ ବି-ସିଂହପୁର ପୋଲିସ ପହଞ୍ଚି ଘଟଣାର ଛାନ ଭିନ ଆରମ୍ଭ କରିଛି ।

Tags: crimejaypurloot

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.