Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ କଣ ରହିଛି ପୁରସ୍କାର ରାଶି, ପଢ଼ନ୍ତୁ ଏହି ରିପୋର୍ଟ

Sanchar Live by Sanchar Live
February 14, 2025
in କ୍ରୀଡ଼ା
0
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ କଣ ରହିଛି ପୁରସ୍କାର ରାଶି, ପଢ଼ନ୍ତୁ ଏହି ରିପୋର୍ଟ
0
SHARES
14
VIEWS
FacebookTwitter

ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି । ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ଖେଳାଯାଇଥିଲା । ଆଉ ଏବେ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ହେବାକୁ ଯାଉଛି । ଚଳିତଥର ପାକିସ୍ତାନ ଆୟୋଜନ କରୁଛି ଚାମ୍ପିଅନ୍ସ ଟ୍ରଫି । ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ।

ଆଇସିସି ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ୨୦୧୭ରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ତୁଳନାରେ ଏଥର ୫୩ ପ୍ରତିଶତ ପୁରସ୍କାର ରାଶି ବଢାଯାଇଛି । ବିଜେତା ଟିମକୁ ୧୯.୫୦ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ଆଇସିସି ତରଫରୁ ପୁରା ଟୁର୍ଣ୍ଣାମେଣ୍ଟ ପାଇଁ ୬.୯ ମିଲିଅନ ୟୁଏସ ଡଲାର ଅର୍ଥାତ୍ ୬୦ କୋଟି ପୁରସ୍କାର ରାଶି ନିର୍ଦ୍ଧାରିତ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ପ୍ରତ୍ୟେକ ଟିମକୁ ୧.୦୮ କୋଟି ଟଙ୍କା ମିଳିବ ।

ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି :

ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ : ୧୯.୪୫ କୋଟି
ଚାମ୍ପିଅନ୍ସ ଟ୍ରଫି ଉପବିଜେତା ଟିମ୍ : ୯.୭୩ କୋଟି
ସେମିଫାଇନାଲରୁ ବାଦ୍ ପଡିବା ଟିମ୍ : ୪.୮୬ କୋଟି
୫ମ ଏବଂ ୬ଷ୍ଠ ସ୍ଥାନରେ ଥିବା ଟିମ୍ : ୩.୦୪ କୋଟି
୭ମ ଏବଂ ୮ମ ସ୍ଥାନରେ ଥିବା ଟିମ୍ : ୧.୨୧ କୋଟି
ଗ୍ରୁପ ଷ୍ଟେଜରେ ପ୍ରତି ମ୍ୟାଚ ଜିତିଲେ : ୨୯.୫ ଲକ୍ଷ

ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ । ଗ୍ରୁପ୍ Aରେ ଥିବା ଭାରତ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୮ଟି ଟିମ୍ ମୋଟ୍ ୧୫ଟି ମ୍ୟାଚ ଖେଳିବ । ଦୁଇଟି ଗ୍ରୁପରେ ଟିମ୍ ବଣ୍ଟାଯାଇଛି । ୮ଟି ଟିମରେ ନିଜ ନଜ ଗ୍ରୁପରେ ୩-୩ଟି ମ୍ୟାଚ ଖେଳାଯିବ । ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆର ଗ୍ରୁପ ଷ୍ଟେଜ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚ ୨ ମାର୍ଚ୍ଚ ନ୍ୟୁଜିଲାଣ୍ଡ ସହିତ ଦୁବାଇରେ ଖେଳାଯିବ ।

ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଭାରତର ଖେଳସୂଚୀ :

୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ

Tags: champions trophyprize money
ShareTweetShareSend
Sanchar Live

Sanchar Live

Next Post
ମଦ ଦୋକାନରୁ ଲୁଟିନେଲେ

ମଦ ଦୋକାନରୁ ଲୁଟିନେଲେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.