Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର, ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ପାର୍

Sanchar Live by Sanchar Live
February 11, 2025
in ଭାରତ
0
ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର, ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ପାର୍
0
SHARES
25
VIEWS
FacebookTwitter

ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୮୦ହଜାର ଟପିଲା ୨୨କ୍ୟାରେଟ ସୁନା ଦର । ୨୪ କ୍ୟାରେଟ ସୁନା ଦର ୮୭୦ ଓ ୨୨ କ୍ୟାରେଟ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ୧୦ ଗ୍ରାମ ୨୨ କ୍ୟାରେଟ ସୁନାଦର ରହିଛି ୮୦ ହଜାର ୬୦୦ ଟଙ୍କା । ସେହିପରି ୨୪ କ୍ୟାରେଟ ସୁନାଦର ରହିଛି ୮୭ ହଜାର ୯୩୦ ଟଙ୍କା । ୨୨ କ୍ୟାରେଟ ସୁନା ରେଟକୁ ନେଇ ଚିନ୍ତାରେ ପଡିଲେଣି ଗ୍ରାହକ । କାରଣ ଆଜି ସୁନା ଦର ୭୯ ହଜାର ୯୯୦ ଥିବାବେଳେ କେମିତି ସୁନା କିଣିବେ ସେ ଚିନ୍ତାରେ ପଡିଲେଣି । ବିଶେଷ କରି କିଛିଦିନ ହେଲା ଅର୍ଥାତ୍ ଗୋଟିଏ ସପ୍ତାହ ଭିତର ଦଶ ଗ୍ରାମ ପିଛା ୩ ହଜାର ବୃଦ୍ଧି ପାଇଥିବା ବେଳେ ସୁନା ରେଟକୁ ନେଇ ସବୁଠି ଚର୍ଚ୍ଚା, ସବୁଠାରୁ ବଡ଼କଥା ହେଲା ବର୍ତ୍ତମାନ ବାହାଘର ସମୟ ଚାଲୁଥିବାରୁ ମାର୍କେଟ ସ୍ଥିତି ଠିକ୍ ନଥିବାରୁ ସୁନା ଦର ବୃଦ୍ଧି ହେଇଥିବାର କହିଛନ୍ତି ।

Tags: goldpricerecord
ShareTweetShareSend
Sanchar Live

Sanchar Live

Next Post
ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଲା ୟୁଟ୍ୟୁବ

ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଲା ୟୁଟ୍ୟୁବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.