Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ପାରାଦୀପ ବନ୍ଦର ସିଆଇଏସ‌ଏଫ ଦ୍ଵାରା ୪ ଟି କ୍ରୋମାଇଟ ଗାଡ଼ି ଜବତ

Sanchar Live by Sanchar Live
February 11, 2025
in ଓଡିଶା
0
0
SHARES
13
VIEWS
Facebook
Twitter

Related posts

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026
ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026

ପାରାଦୀପ ବନ୍ଦର ସିଆଇଏସ‌ଏଫ ଦ୍ଵାରା ୪ ଟି କ୍ରୋମାଇଟ ଗାଡ଼ି ଜବତ । ଗାଡ଼ିରେ ରହିଛି ମାଟି ମିଶା କ୍ରୋମାଇଟ । ସୁକିନ୍ଦା କାଳିଆପାଣି ମାଇନ୍ସରୁ ଆସିଥିଲା ୫ଟି ୬ ଚକିଆ ଟ୍ରକ୍ । ମାତ୍ର ଗାଡ଼ି ଉପରେ ମାଇନ୍ସ ବିଭାଗର ଏକ ସ୍ଵତନ୍ତର ଟିମ୍ ଗାଡ଼ି ଉପରେ ନଜର ରଖିଥିଲା । ୫ଟି ଯାକ ଗାଡ଼ି ଚଣ୍ଡିଖୋଲ ନିକଟରୁ ପାରାଦୀପ ଆସିବା ବଦଳରେ ଜାରକା ଯାଇଥିଲା । ଜାରକାରେ କ୍ରୋମାଇଟ କାଢ଼ି ମାଟି ମିଶା ଯାଇଥିବା ସୂଚନା । ଜାରକାର ମୂଳାପାଳ ଓଭର ବ୍ରିଜ ନିକଟରେ କଢ଼ା ଯାଇଥିଲା କ୍ରୋମାଇଟ । ପ୍ରତ୍ୟେକ ଗାଡିରୁ ୯ ଟନର କ୍ରୋମାଇଟ କାଢ଼ି ୯ ଟନର ମାଟି ମିଶା ଯାଇଥିବା ବେଳେ ଉପରେ ୨ ଟନର କ୍ରୋମାଇଟ ରଖାଯାଇଥିଲା । ୫ଟି ଟ୍ରକ ମଧ୍ୟରୁ ୪ଟି ଗାଡ଼ିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି ବନ୍ଦର ସିଆଇଏସ‌ଏଫ । ଗୋଟିଏ ଟ୍ରକ ଫେରାର୍ ହୋଇଯାଇଥିଲା । ୪ ଟ୍ରକ ଜବତ ପରେ ଗାଡିର ଡ୍ରାଇଭର ମାନେ ଫେରାର ହୋଇଯାଇଛନ୍ତି । ମାଇନ୍ସ ବିଭାଗ ବନ୍ଦର ସିଆଇଏସ‌ଏଫକୁ ୫ଟି ଯାକ ଗାଡ଼ିର ନମ୍ୱର ପଠାଇ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜବତ ଗାଡ଼ିକୁ ପାରାଦ୍ଵୀପ ଆଦର୍ଶ ଥାନା ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି।

Tags: paradeeptruck sized

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି
  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.