Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

କଟକ ବାରବାଟୀରେ ସ୍ଥିତି ଅସମ୍ଭାଳ, ଟିକେଟ ପାଇଁ ଦଳା ଚକଟା

Sanchar Live by Sanchar Live
February 5, 2025
in କ୍ରୀଡ଼ା
0
କଟକ ବାରବାଟୀରେ ସ୍ଥିତି ଅସମ୍ଭାଳ, ଟିକେଟ ପାଇଁ ଦଳା ଚକଟା
0
SHARES
24
VIEWS
FacebookTwitter

କଟକ ବାରବାଟୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଠେଲାପେଲା ଧସ୍ତାଧସ୍ତିରେ ତଳେ ପଡି ଅଚେତ୍ ହେଉଛନ୍ତି ଜଣଙ୍କ ପରେ ଜଣେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ୍ ହେଲାଣି । କେବଳ କ୍ରିଡାପ୍ରେମୀ ଟିକେଟ୍ କାଉଣ୍ଟରରେ ଛିଡା ହୋଇଛନ୍ତି ତା ନୁହେଁ । ବୟସ୍କ ବ୍ୟକ୍ତିବି ଧାଡିରେ ଛିଡା ହୋଇ ଟିକେଟ୍ ପାଇଁ ଅପେକ୍ଷ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭିଡ ବଢିଛି ଏବଂ ସ୍ଥିତି ଅଣାୟତ ହୋଇଛି । ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।

ଅନ୍ୟପଟେ ଅସମ୍ଭାଳ ଭିଡ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷର ବାର୍ତ୍ତା ସାମ୍ନାକୁ ଆସୁଛି । ପୂର୍ବତନ କାଉନସିଲର ସଦସ୍ୟ (ଓସିଏ) ବ୍ରଜ ନନ୍ଦ ଅସନ୍ତୋଷ ପ୍ରକାଶ କରିବା ସହ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଏଭଳି ପରିସ୍ଥିତି ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ।

ସେ କହିଛନ୍ତି, କୌଣସି ବ୍ୟବସ୍ଥିତ ବ୍ୟବସ୍ଥା ପାଇଁ କାହାର ମାନସିକତା ନାହିଁ । ସମସ୍ତେ ଚାହୁଁଛନ୍ତି ଗୋଳିଆ ପାଣିରୁ ମାଛ ଧରିବା ପାଇଁ । ଯେତିକି ଟିକେଟ୍ ଦରକାର ସେତିକି ଟିକେଟ୍ ଦିଆଯାଉନି । ଏଭଳି ସ୍ଥିତିରେ କେମିତି ସବୁ ବ୍ୟବସ୍ଥିତି ହେବ । ଏହା ପ୍ରଶାସନର ବିଫଳତା ଓ ଓଡିଶା କ୍ରିକେଟ୍ ଆସୋସିଏସନର ବ୍ୟବସାୟୀକ ଫାଇଦା ପାଇଁ ଏସବୁ କାମ ଚାଲିଛି ।

Tags: Barabati stadiumcuttack
ShareTweetShareSend
Sanchar Live

Sanchar Live

Next Post
ରଣ୍ଡା ଡ୍ୟାମରେ ବୁଡି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଦୁଇ ଛାତ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.