Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ : ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

Sanchar Live by Sanchar Live
February 4, 2025
in ରାଜନୀତି
0
ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ : ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

Oplus_131072

0
SHARES
16
VIEWS
FacebookTwitter

ନୂଆଦିଲ୍ଲୀ: ସରଗରମ ହେଲା ଲୋକସଭା। ମଙ୍ଗଳବାର ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ  । ମୋଦି ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ପରିପେକ୍ଷୀରେ ସେ ଅନେକ ଗୁଡିଏ ପ୍ରସଙ୍ଗରେ ନିଜ ଅଭିଭାଷଣ ରଖି ସରକାରଙ୍କ ଯୋଜନା ସମ୍ପର୍କରେ କହିଛନ୍ତି ।

ଖବର କାଗଜରେ ଏବେ ଦୁର୍ନୀତି ଖବର ନାହିଁ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ କୋଟିକୋଟି ଟଙ୍କାର ଦୁର୍ନୀତିର ହେଡଲାଇନ ପଢୁଥିଲୁ । ହେଲେ ଆମ ସରକାର ଥିବା ବେଳେ ଏବେ ୧୦ ବର୍ଷ ହେବ ଦୁର୍ନୀତି ନେଇ କୌଣସି ହେଡଲାଇନ ଖବର କାଗଜରେ ଆସୁନାହିଁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ:

ଏଥିସହ  ଦେଶର ପୂବର୍ତନ ପ୍ରଧାନମନ୍ତ୍ରୀଙ୍କ ବୟାନଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ । କହିଲେ ପୂର୍ବ ସରକାର ସମୟରେ ଦିଲ୍ଲୀରୁ ୧ ଟଙ୍କା ପଠାଇଲେ ଗାଁରେ ୧୫ ପଇସା ପହଞ୍ଚୁଥିଲା । ତେବେ ୮୫ ପଇସା କୁଆଡେ ଯାଉଥିଲା ବୋଲି ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ । କାରଣ ସେଇ ସମୟରେ ହାତ ସଫେଇ ହେଉଥିବା ନେଇ ମୋଦୀ କହିଛନ୍ତି  । ହେଲେ ଆମ ସରକାରଙ୍କ ମଡେଲ ହେଉଛି ସଞ୍ଚୟ ଓ ବିକାଶ । ସମସ୍ୟାର ସମାଧାନ କରିବାକୁ ଆମର ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନାଁ ନ ନେଇ ରାହୁଲ ଓ କେଜି୍ରୱାଲଙ୍କୁ କଲେ ଟାଗେର୍ଟ:

ଏଥିସହ ସେ ସଂସଦରେ ନିଜ ଅଭିଭାଷଣ ବେଳେ ନାଁ ନ ଦେଇ ରାହୁଲ ଗାନ୍ଧୀ ଓ କେଜି୍ରୱାଲଙ୍କୁ ଟାଗେର୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁମାନେ ଗରିବଙ୍କ କୁଡ଼ିଆରେ ଫଟୋ ସେସନ୍ କରି ଚର୍ଚ୍ଚା ସାଉଁଟନ୍ତି, ସେମାନଙ୍କୁ ସଂସଦରେ ଗରିବଙ୍କ ବିଷୟରେ କଥାବାର୍ତ୍ତା ବିରକ୍ତିକର ହିଁ ଲାଗିବ। ଏଥିସହ ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ। ସେଭଳି ଲୋକଙ୍କ ରାଗକୁ ମୁଁ ବୁଝିପାରୁଛି ବୋଲି କହିଛନ୍ତି ମୋଦୀ  । କିଛି ଲୋକେ ନିଜ ଆଳିଶାନ ଘର ଉପରେ ଫୋକସ କରୁଛନ୍ତି । ସମ୍ବିଧାନକୁ ପକେଟରେ ନେଇ ବୁଲୁଥିବା ଲୋକଙ୍କୁ ସତ ଜଣା ନାହିଁ ବୋଲି ମୋଦୀ କହିଛନ୍ତି । ହେଲେ ଆମେ ସମ୍ବିଧାନର ଭାବନାକୁ ବୁଝିଥାଉ ।

ଧାରା ୩୭୦କୁ ଉଚ୍ଛେଦ କଥା କହିଲେ:

ଧାରା ୩୭୦କୁ ଜାମ୍ମୁକାଶ୍ମୀରରୁ ହଟାଯାଇଛି । ମୁସଲମାନ ଝିଅକୁ ସମାନତାର ଅଧିକାର ମିଳିଛି । ପୂବୋର୍ତ୍ତର ପାଇଁ ଏନଡ଼ିଏ ଅଲଗା ମନ୍ତ୍ରାଳୟ କରିଛି । ମତ୍ସଜୀବିଙ୍କ ପାଇଁ ଅଲଗା ମନ୍ତ୍ରାଳୟ କରାଯାଇଛି । ସେହିପରି ଆଦିବାସୀଙ୍କ ପାଇଁ ଏନଡିଏ ଅଲଗା ମନ୍ତ୍ରାଳୟ କରିଥିବା ନେଇ ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

Tags: narendramodiparliament
ShareTweetShareSend
Sanchar Live

Sanchar Live

Next Post
ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ

ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.