Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ପୀଡ଼ା ଲାଘବକାରୀ ଧ୍ୟାନ

Sanchar Live by Sanchar Live
February 2, 2025
in ଜୀବନ ଶୈଳୀ
0
ପୀଡ଼ା ଲାଘବକାରୀ ଧ୍ୟାନ
0
SHARES
4
VIEWS
FacebookTwitter

ଜଣେ କୌଣସି କାରଣରୁ ଭୀଷଣ ଶାରୀରିକ କଷ୍ଟ ଅନୁଭବ କରୁଥିଲା ବେଳେ, ପ୍ରତିକାର ପାଇଁ ତା’କୁ ଯଦି ଲମ୍ବା ନିଃଶ୍ବାସ ନେଇ ଧ୍ୟାନମଗ୍ନ ହୋଇ ବସିବାକୁ କୁହାଯାଏ, ତେବେ କଥାଟି ଅଖାଡୁଆ ଲାଗିପାରେ। ମାତ୍ର ସାନ୍‌ ଡିଏଗୋ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ମନଯୋଗ ସହ ଧ୍ୟାନରେ ବସିବା ଦ୍ବାରା ଶାରୀରିକ ଯନ୍ତ୍ରଣାକୁ ଉଲ୍ଲେଖନୀୟ ଭାବେ ଲାଘବ କରିହେବ। ଶାରୀରିକ ପୀଡ଼ାର ସ୍ବାକ୍ଷର ବହନ କରୁଥିବା ମସ୍ତିଷ୍କର ବିଭିନ୍ନ ପ୍ରକାର ଏମ୍‌ଆର୍‌ଆଇ (ମାଗ୍ନେଟିକ୍‌ ରିଜୋନାନ୍ସ ଇମେଜିଂ) ଚିତ୍ରକୁ ବିଶ୍ଳେଷଣ କରି ସେମାନେ ଏ ନିର୍ଯାସ ପାଇପାରିଛନ୍ତି।

ମନଯୋଗ ଧ୍ୟାନ ଏପରି ଏକ ଅବସ୍ଥା ଯେତେବେଳେ ଜଣେ ବ୍ୟକ୍ତି ସମ୍ବେଦନଶୀଳ ଘଟଣାଗୁଡ଼ିକ ବିଷୟରେ କୌଣସି ବିଚାର ନକରି ଅଥବା ପ୍ରତିବାଦ ନକରି ସଚେତନତାକୁ ବଜାୟ ରଖିବା ପାଇଁ ଅଭ୍ୟାସ କରିଥାଏ। ମୂଳତଃ ହିନ୍ଦୁ ଓ ବୌଦ୍ଧ ପରମ୍ପରାରୁ ଉତ୍ପନ୍ନ ଏହି ବ୍ୟବସ୍ଥା ୧୯୭୦ ଦଶକରେ ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବ ବିସ୍ତାର କରିବା ସହ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ମନ ହେଉଛି ସବୁଠୁ ଶକ୍ତିଶାଳୀ ଏବଂ ଯନ୍ତ୍ରଣା ପରିଚାଳନା ପାଇଁ ଏହାକୁ କେମିତି ଉପଯୋଗ କରାଯାଇପାରିବ, ସେ ବାବଦରେ ତଥାପି ଗବେଷଣା ଜାରି ରହିଛି ବୋଲି ମୁଖ୍ୟ ଗବେଷକ କହିଛନ୍ତି।

ନିଜଠାରୁ ଯନ୍ତ୍ରଣାକୁ ଅଲଗା କରି ଓ ମୂଲ୍ୟାଙ୍କନ ବିଚାରକୁ ପରିତ୍ୟାଗ କରି ମନଯୋଗ ଧ୍ୟାନ ସିଧାସଳଖ ଯନ୍ତ୍ରଣା ଅନୁଭବକୁ ବଦଳାଇବାରେ ସକ୍ଷମ ହୋଇଥାଏ। ଏହା କୌଣସି ଔଷଧ ବ୍ୟବହାର କରେନାହିଁ, ଏଥିରେ କିଛି ଖର୍ଚ୍ଚ ହୁଏ ନାହିଁ ଏବଂ ଯେ କୌଣସି ସ୍ଥାନରେ ଏହାକୁ ଅଭ୍ୟାସ କରାଯାଇପାରିବ। ଗବେଷକମାନେ ୧୧୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ସେମାନଙ୍କ ଅନୁଧ୍ୟାନରେ ସାମିଲ କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହି ଗବେଷଣା ଫଳରେ ପ୍ରତ୍ୟହ ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଚିକିତ୍ସା ହୋଇପାରିବ ଏବଂ ସେମାନଙ୍କ ଜୀବନର ମାନରେ ଉନ୍ନତି ଆସିପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

Tags: lifestyleYoga
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.