Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପିଜି ଛାତ୍ରୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା

Sanchar Live by Sanchar Live
August 10, 2024
in ଅପରାଧ
0
କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପିଜି ଛାତ୍ରୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ନେଇ ତମ୍ବିତୋଫାନ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କୁ ହତ୍ଯା କରାଯିବା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ପୋଲିସ ସୂଚନା ଅନୁସାରେ ପିଜି ଡାକ୍ତର ଛାତ୍ରୀଜଣକ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଗତ ଗୁରୁବାର ବିଳମ୍ବିତ ରାତିରେ ଭୋଜନ କରିଥିଲେ। ପରେ ସେ ତୃତୀୟ ମହଲାରେ ଥିବା ସେମିନାର ହଲକୁ ଯାଇଥିଲେ। ପରଦିନ ସକାଳେ ୩୧ ବୟସ୍କା ଛାତ୍ରୀଙ୍କୁ ଚେତାଶୂନ୍ଯ ଅବସ୍ଥାରେ ଠାବ କରାଯାଇଥିଲା। ଏନେଇ ଏକ ଦୁଷ୍କର୍ମ ଓ ହତ୍ଯା ମାମଲା ରୁଜୁ ହୋଇଥିଲା ଏବଂ ସଞ୍ଜୟ ରୟ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା। ମୃତ ଡାକ୍ତରୀ ଛାତ୍ରଙ୍କ ପୋଷ୍ଟମର୍ଟମର ଭିଡିଓଗ୍ରାଫି ହୋଇଥିଲା। ମୃତକଙ୍କ ଗୋପନ ଅଙ୍ଗ, ଓଠ, ମୁହଁ, ବେକ, ପେଟ, ଆଙ୍ଗୁଠି ଓ ଗୋଇଠିରେ କ୍ଷତଚିହ୍ନ ରହିଥିଲା। ଅଭିଯୁକ୍ତଜଣକ ଜଣେ ବାହାର ବ୍ଯକ୍ତି ଏବଂ ସେ ହସ୍ପିଟାଲ ଭିତରକୁ ଅବାଧ ପ୍ରବେଶ କରୁଥିଲା ବୋଲି ସୂଚନା ମିଳିଛି। ସେପଟେ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ସେପଟେ ଏହି ଘଟଣାରେ ମେଡିକାଲ କଲେଜର ନର୍ସମାନେ ଓ କଂଗ୍ରେସ କର୍ମୀ କରିଛନ୍ତି ପ୍ରତିବାଦ।

Tags: deathkolkata
ShareTweetShareSend
Sanchar Live

Sanchar Live

Next Post
ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳରେ ଭୁଶୁଡିଲା କୋଠା

ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳରେ ଭୁଶୁଡିଲା କୋଠା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.