Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ରଣଜୀରେ ଫେଲ ହେଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି

Sanchar Live by Sanchar Live
January 31, 2025
in କ୍ରୀଡ଼ା
0
ରଣଜୀରେ ଫେଲ ହେଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି

Oplus_131072

0
SHARES
28
VIEWS
FacebookTwitter

ରୋହିତଙ୍କ ପରେ ନିରାଶ କଲେ ବିରାଟ । ରଣଜୀରେ ଫେଲ ହେଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ୧୩ ବର୍ଷ ପରେ ରଣଜୀ ମୈଦାନକୁ ଓହ୍ଲାଇଥିବା ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । କାରଣ ବିରାଟଙ୍କ ରଣଜୀ ଖେଳ ଦେଖିବାକୁ ଷ୍ଟାଡିୟମକୁ ଛୁଟିଥିଲେ ହଜାର ହଜାର ଦର୍ଶକ । ଏମିତି କି ବିରାଟଙ୍କ ଟିକେ ଝଲକ ପାଇଁ ଷ୍ଟାଡିୟମ ବାହାରେ ଠେଲାପେଲା ଦେଖିବାକୁ ମିଳିଥିଲା । ହେଲେ ବିରାଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି ।

୩୦ ଜାନୁଆରୀରେ ରେଲଓ୍ବେ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମୈଦାନକୁ ଓହ୍ଲାଇଥିଲେ ବିରାଟ । ପ୍ରଥମ ଦିନରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହି ଦିନ ଦର୍ଶକ ବିରାଟଙ୍କ ବ୍ୟାଟିଂ ଦେଖିପାରିନଥିଲେ ସତ କିନ୍ତୁ ପଡିଆରେ ବିରାଟଙ୍କ ଝଲକ ଦେଖିଥିଲେ । ଦ୍ବିତୀୟ ଦିନରେ ଦିଲ୍ଲୀ ୨ ଓ୍ବିକେଟ ହରାଇବା ପରେ ୩ ଓ୍ବିକେଟରେ ଆସିଥିଲେ ବିରାଟ । ହେଲେ ଏତେଟା ପ୍ରଭାବୀ ପ୍ରଦର୍ଶନ ଦେଖାଇ ପାରିନଥିଲେ । ସେ ରେଲଓ୍ବେର ଦ୍ରୁତ ବୋଲର ହିମାଂଶୁ ସାଙ୍ଗବାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ।

ବିରାଟ କୋହଲି ରଣଜୀ ଖେଳିବାକୁ କହିବା ପରେ ଦିଲ୍ଲୀ କ୍ରିକେଟ ପକ୍ଷରୁ ଜବରଦସ୍ତ ବନ୍ଦୋବସ୍ତ ହୋଇଥିଲା । ଦର୍ଶକଙ୍କୁ ଫ୍ରିରେ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଯେଉଁଥିପାଇଁ କିଙ୍ଗ କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଦଳଚକଟାରେ କିଛି ଦର୍ଶକ ଆହତ ହୋଇଥିଲେ । ଆଉ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବି ଆହତ ହୋଇଥିଲା । ଚଳିତ ରଣଜୀରେ କେବଳ ବିରାଟ ନୁହେଁ ରୋହିତ ଶର୍ମା, ରିଷବ ପନ୍ତ, ଯଶସ୍ବୀ ଜୟସ୍ବାଲଙ୍କ ଭଳି ଷ୍ଟାର ଖେଳାଳି ଫ୍ଲପ ହୋଇଛନ୍ତି ।

Tags: delhiranji trophyVirat kohli
ShareTweetShareSend
Sanchar Live

Sanchar Live

Next Post
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.