Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? : ନୀତେଶ ରାଣେ

Sanchar Live by Sanchar Live
January 23, 2025
in ଭାରତ
0
ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? : ନୀତେଶ ରାଣେ

Oplus_131072

0
SHARES
20
VIEWS
FacebookTwitter

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଆକ୍ରମଣ ସତରେ ଥିଲା ନା ଅଭିନେତାଜଣକ ଅଭିନୟ କରୁଛନ୍ତି? ଏହି ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୀତେଶ ରାଣେ। କିଛି ଦିନ ଧରି ସାରା ଦେଶରେ ଚର୍ଚ୍ଚାରେ ଥିବା ଏହି ଆକ୍ରମଣକୁ ନେଇ ମହାରାଷ୍ଟ୍ରର ଖୋଦ୍ ମନ୍ତ୍ରୀ ପ୍ରଶ୍ନ ଉଠାଇବା ଚର୍ଚ୍ଚାର କାରଣ ହୋଇଛି। ଗତ ୧୬ ତାରିଖରେ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟର ଦ୍ବାଦଶ ମହଲାରେ ରହୁଥିବା ସୈଫଙ୍କୁ ଜଣେ ବାଂଲାଦେଶୀ ମହମ୍ମଦ ଶରିଫୁଲ ଇସଲାମ ସେହଜାଦ ଛୁରାମାଡ କରିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗତ ୨୧ ତାରିଖରେ ଲୀଳାବତୀ ହସ୍ପିଟାଲରୁ ଘରକୁ ଫେରିଥିଲେ ସୈଫ। ଏକ ଇଭେଣ୍ଟରେ ମନ୍ତ୍ରୀ ରାଣେ କହିଛନ୍ତି- ହସ୍ପିଟାଲରୁ ସୈଫ ଡିସଚାର୍ଜ ହେବା ପରେ ତାଙ୍କ ମନରେ ପ୍ରଶ୍ନ ଉଠିଥିଲା- ସତରେ ସୈଫଙ୍କୁ ଛୁରାମାଡ ହୋଇଛି ନା ସେ ଅଭିନୟ କରୁଛନ୍ତି। ଏହା ସହ ଜଣେ ଖାନ ଯେତେବେଳେ ସମସ୍ଯାରେ ପଡନ୍ତି ସେତେବେଳେ କାହିଁକି ବିରୋଧୀମାନେ ଆଗକୁ ଚାଲିଆସନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିୟା ସୁଲେ ଅଭିନେତା ସୈଫ ଅଲ୍ଲୀ ଖାନ, ଶାହାରୁଖ ଖାନଙ୍କ ପୁଅ, ଏନସିପି ନେତା ନୱାବ ମଲ୍ଲିକଙ୍କୁ ନେଇ ସର୍ବଦା କାହିଁକି ବ୍ଯସ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ହିନ୍ଦୁ କଳାକାରଙ୍କ ଲାଗି ସୁପ୍ରିୟା ଉଦବେଗ ପ୍ରକାଶ କରିବା ଦେଖାଯାଏନାହିଁ ବୋଲି ସେ କହିଛନ୍ତି। ସେପଟେ ସୈଫଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସ ନିଷ୍ପତ୍ତି ନେଇଛି। । ସେପଟେ ଏହି ପ୍ରସଙ୍ଗକୁ ନେଇ ବଢିଛି ରାଜନୀତି।

Tags: nitesh ranesaif ali khan
ShareTweetShareSend
Sanchar Live

Sanchar Live

Next Post
ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ

ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.