Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲଡ ଟ୍ରମ୍ପ

Sanchar Live by Sanchar Live
January 19, 2025
in ବିଦେଶ
0
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲଡ ଟ୍ରମ୍ପ
0
SHARES
8
VIEWS
FacebookTwitter

ବଦଳିବ ଆମେରିକା ଇତିହାସ। ଆସନ୍ତାକାଲି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲଡ ଟ୍ରମ୍ପ। ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ। ତାଙ୍କୁ ଶପଥ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜନ ରବର୍ଟସ। ଏକ ଭରପୂର ଉତ୍ସବରେ ଶପଥ ନେବା ପରେ ସେ ଉଦବୋଧନ ଦେବେ। ପରେ ଯିବେ ହ୍ବାଇଟ ହାଉସ। ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ପରେଡରେ ଭାଗ ନେବେ ଆମେରିକାର ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ କାଳରୁ ଅର୍ଥାତ ୧୭୮୯ରୁ ଶପଥ ଗ୍ରହଣ ଉତ୍ସବରେ ଚିତ୍ତାକର୍ଷକ ପରେଡ ବ୍ଯବସ୍ଥା ରହିଆସିଛି। ପ୍ରାୟ ୨ ଦଶମିକ ୪ କିଲୋମିଟର ଧରି ପେନସିଲଭାନିଆ ଆଭେନ୍ଯୁରେ ପରେଡ ଚାଲିବ। ୧୮୬୫ରେ ଆବ୍ରାହମ ଲିଙ୍କନଙ୍କ ଶପଥ ଗ୍ରହଣ କାଳରୁ ପ୍ରଥମ ଥର ଲାଗି ଏହି ଉତ୍ସବରେ ସାମିଲ ହୋଇଥିଲେ ମୂଳ ଆମେରିକା ନିବାସୀ ଓ ଆଫ୍ରିକୀୟ ଆମେରିକୀ। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଶପଥ ଗ୍ରହଣ ଉତ୍ସବକୁ ଫ୍ରାଙ୍କଲିନ ଡି. ରୁଜଭେଲ୍ଟ ବାତିଲ କରିଥିଲେ। ୧୯୮୫ରେ ରୋନାଲ୍ଡ ରେଗାନଙ୍କ ଦ୍ବିତୀୟ ପାଳିର ଶପଥ ଉତ୍ସବ ଶୀତ କାରଣରୁ ଇଣ୍ଡୋରରେ ହୋଇଥିଲା। ଉତ୍ସବରେ ସାମିଲ ହେବେ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଟେସଲା ଓ ସ୍ପେସ ଏକ୍ସ ସିଇଓ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆପଲ ସିଇଓ ଟିମ୍ କୁକ, ଓପନ ଏଆଇ ସିଇଓ ସାମ୍ ଅଲଟମ୍ଯାନ, ମେଟା ସିଇଓ ମାର୍କ ଜୁକରବର୍ଗ, ଟିକ ଟକ ସିଇଓ ସୋଉଚ ଜି ଚିଉ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ଯକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନ ଅଧ୍ଯକ୍ଷା ନୀତା ଅମ୍ବାନୀ ପ୍ରମୁଖ। ଉତ୍ସବରେ ସାମିଲ ହେବେ ନାହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଉତ୍ତରକୋରିଆ ସୁପ୍ରିମଲିଡର କିମ ଜଙ୍ଗ ଉନ।

Tags: americadolqnd trump
ShareTweetShareSend
Sanchar Live

Sanchar Live

Next Post
ମନୁ ଭାକରଙ୍କ ମାମୁଁ ଓ ଆଈଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ମନୁ ଭାକରଙ୍କ ମାମୁଁ ଓ ଆଈଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.