Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କଂଗ୍ରେସ ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କଲେ ସୋନିଆ

Sanchar Live by Sanchar Live
January 15, 2025
in ଭାରତ
0
କଂଗ୍ରେସ ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କଲେ ସୋନିଆ
0
SHARES
17
VIEWS
FacebookTwitter

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସକୁ ମିଳିଛି ନୂଆ ଠିକଣା । କଂଗ୍ରେସର ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କରିଛନ୍ତି ସୋନିଆ ଗାନ୍ଧୀ । ନୂଆଦିଲ୍ଲୀର 9A-କୋଟଲା ରୋଡ୍ ରେ ନିର୍ମାଣ କରାଯାଇଛି ଇନ୍ଦିରା ଭବନ । ଉଦଘାଟନୀ ସମାରୋହରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହି ପତକା ଉତ୍ତୋଳନ କରିଛନ୍ତି ।

ପୂର୍ବରୁ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଥିଲା । ଯାହାକୁ ଏବେ 9A-କୋଟଲା ରୋଡ୍ କୁ ସ୍ଥାନାନ୍ତରଣ କରାଯାଇଛି । ନୂତନ କାର୍ଯ୍ୟାଳୟକୁ ‘ଇନ୍ଦିରା ଭବନ’ ନାମରେ ନାମିତ କରାଯାଇଛି । ୨୫୨ କୋଟି ବ୍ୟୟରେ ନିର୍ମାଣ କରାଯାଇଛି କଂଗ୍ରେସ ଭବନ । ଏଥିରେ ବିଶାଳ ବୈଠକ କୋଠରୀ, ହାଇଟେକ୍ ଅଡ଼ିଟୋରିୟମ, ଅଭ୍ୟର୍ଥନା କକ୍ଷ, କ୍ୟାଣ୍ଟିନ୍, ମିଡ଼ିଆ ପ୍ରଭାରୀ ଅଫିସ୍ ରହିଛି । ସେହିପରି ଟିଭି ଆଲୋଚନା ପାଇଁ ସାଉଣ୍ଡ ପ୍ରୁଫ୍ ଷ୍ଟୁଡିଓ କରାଯାଇଛି । ଏହା ସହିତ ଗଣାମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରମ୍ୟାନଙ୍କ ବସିବା ନିମନ୍ତେ କୋଠରୀ ମଧ୍ୟ ରଖାଯାଇଛି ।  ଏହା ସହିତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।

ଇନ୍ଦିରା ଭବନରେ ଦଳର ଇତିହାସ ସହିତ ଜଡ଼ିତ ଫଟୋକୁ ଲଗାଯାଇଛି । ଏଥିରେ ଗାନ୍ଧୀ ପରିବାର ସହିତ ମତଭେଦ ଥିବା ନେତାଙ୍କ ଫଟୋ ମଧ୍ୟ ସାମିଲ ରହିଛି । ଯେମିତିକି ନରସିଂହା ରାଓ, ସୀତାରାମ ୟେଚୁରୀ, ପ୍ରଣବ ମୁଖାର୍ଜୀ ଏବଂ ଗୁଲାମ ନବୀ ଆଜାଦଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ଏହି ଫଟୋ ସବୁ ଲଗାଯିବା ପଛରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭୂମିକା ରହିଥିବା କୁହାଯାଉଛି ।

 

Tags: congress party officeIndira bhawansonia gandhi
ShareTweetShareSend
Sanchar Live

Sanchar Live

Next Post
କଳା ବାଘ ଛାଲ ଜବତ, ୪ ଶିକାରୀ ଗିରଫ

କଳା ବାଘ ଛାଲ ଜବତ, ୪ ଶିକାରୀ ଗିରଫ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.