Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

Sanchar Live by Sanchar Live
January 6, 2025
in ଭାରତ
0
କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ
0
SHARES
16
VIEWS
FacebookTwitter

କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସୀ ମାର୍ଲେନା । ବିଜେପି କାଲକାଜୀ ପ୍ରାର୍ଥୀ ରମେଶ ବିଧୁରୀଙ୍କ ବୟାନକୁ ନେଇ ଆପତ୍ତି ପ୍ରକାଶ କରିବା ପରେ ଭାବବିହ୍ବଳ ହୋଇପଡିଛନ୍ତି ଆତିସି । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଆକ୍ରୋଶ ଜାହିର କରିବା ପରେ କହିଛନ୍ତି ଶସ୍ତା ରାଜନୀତି ପାଇଁ ବିଜେପି ନେତା ଓ ମନ୍ତ୍ରୀ ମା’ ଓ ଭଉଣୀଙ୍କୁ ଅପମାନ କରିବାକୁ ପଛାଉ ନାହାଁନ୍ତି ।

ପୂର୍ବତନ ବିଜେପି ସାଂସଦ ତଥା କଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ରମେଶ ବିଧୁରୀ ପ୍ରିୟଙ୍କା ଗାନ୍ଧୀ ଏବଂ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦେଇଥିବା ବିବାଦୀୟ ବକ୍ତବ୍ୟକୁ ନେଇ ଉଠିଥିବା ବିବାଦ ଆହୁରି ଘନୀଭୂତ ହୋଇଛି । ତାଙ୍କ ବିରୋଧରେ ରମେଶ ବିଧୁରୀଙ୍କ ମନ୍ତବ୍ୟ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ବିଧୁରୀଙ୍କ ବକ୍ତବ୍ୟର ଉତ୍ତରରେ ଆତିଶୀ କହିଛନ୍ତି, “ଆମର ରାଜନୀତି  ଏତେ ତଳକୁ କିପରି ଖସି ପାରିବ ? ସେ ୧୦ ବର୍ଷ ଧରି ସାଂସଦ ଥିବାବେଳେ କାଲକାଜୀଙ୍କ ପାଇଁ କେଉଁ କାମ କରିଛନ୍ତି ତାହା କହିବା ଉଚିତ୍।”

Tags: atishidelhi cm
ShareTweetShareSend
Sanchar Live

Sanchar Live

Next Post
କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୁ

କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.