Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରେଷ୍ଠ ଚାଷୀଙ୍କୁ ମିଳିଲା କୃଷକ ରତ୍ନ: କୃଷିର ସମୃଦ୍ଧ ପାଇଁ ଜୈବିକ ସାରର ପ୍ରୟୋଗକୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Sanchar Live by Sanchar Live
December 14, 2024
in ଓଡିଶା
0
ଶ୍ରେଷ୍ଠ ଚାଷୀଙ୍କୁ ମିଳିଲା କୃଷକ ରତ୍ନ: କୃଷିର ସମୃଦ୍ଧ ପାଇଁ ଜୈବିକ ସାରର ପ୍ରୟୋଗକୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
0
SHARES
4
VIEWS
FacebookTwitter

ଭୁବନେଶ୍ୱର: କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ଆୟୋଜିତ ହୋଇଯାଇଛି କୃଷକ ରତ୍ନ ସମ୍ମାନ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୈବିକ ସାରର ପ୍ରୟୋଗ କୃଷିର ଭବିଷ୍ୟତକୁ ସମୃଦ୍ଧ କରିବ । ଉଭୟ ଚାଷୀ ଓ କମ୍ପାନୀ ଏଥି ପ୍ରତି ଧ୍ୟାନ ଦେବା ଜରୁରୀ । ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି । ଏଥି ପାଇଁ କୃଷକଙ୍କ ଅବଦାନ ବେଶ୍ ଗୁରୁତ୍ବ ବହନ କରୁଛି । ତେଣୁ ଆମ ରାଜ୍ୟରେ  କୃଷି ଓ କୃଷକଙ୍କ ପ୍ରାଧାନ୍ୟକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ।

ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଜୈବିକ ପଦ୍ଧତିରେ ଚାଷ ଜରୁରୀ । କୃଷିର ଭବିଷ୍ୟତ ଜୈବିକ ସାରର ବ୍ୟବହାର  । ଯାହା ଆଗାମୀ ଦିନରେ କୃଷି କ୍ଷେତ୍ରକୁ ସମୃଦ୍ଧ କରିବ । ଉଭୟ ଚାଷୀ ଓ କମ୍ପାନୀ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।ଜୈବିକ ସାର ଉତ୍ପାଦନ ପାଇଁ କମ୍ପାନୀମାନଙ୍କୁ ସେ ଆହ୍ବାନ କରିଛନ୍ତି।

ଚାଷୀଙ୍କ ପାଇଁ  ନୂଆ ସରକାର ଦୁଇ ଗୁଣ ସୁବିଧା ଯୋଗାଇ ଦେଉଥିବାରୁ  ଚାଷୀ ଏବେ ଭଲ ରୋଜଗାର ବାଟ ପାଇବ। ଏଣିକି ଆମକୁ ଆଳୁ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ମାର୍ଟ ଚାଷକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଓୟୁଏଟି ପ୍ରଫେସର।

କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରୁଛି କୃଷି ରତ୍ନ ସମ୍ମାନ । ପ୍ରମେୟ ଓ ନ୍ୟୁଜ୍ 7 ତଥା ସୋଆ ପକ୍ଷରୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଉଛି। ଏଥିରେ ୨୬ଜଣ ସଫଳ ଚାଷୀଙ୍କୁ କୃଷକ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନିତ ହୋଇଥିବା ପ୍ରତ୍ୟେକ ଚାଷୀଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି । ଏଥିସହ କ୍ୟାମେରାରେ କୃଷି ଓ କୃଷକ ଥିମ୍ରେ ଫଟୋ ଉତ୍ତୋଳନ ପାଇଁ ୩ ଜଣକୁ ପୁରସ୍କୃତ କରାଯାଇଥିଲା ।

Tags: odishasoa university
ShareTweetShareSend
Sanchar Live

Sanchar Live

Next Post
ଭାରତରେ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି: ଧର୍ମେନ୍ଦ୍ର

ଭାରତରେ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି: ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.