Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଏଣିକି ଆଇପିଏଲର ପ୍ରତି ମ୍ୟାଚରେ ଭାରତୀୟ ଖେଳାଳିଙ୍କୁ ମିଳିବ ଏତିକି ଟଙ୍କା, ଜୟ ଶାହା କହିଲେ..

Sanchar Live by Sanchar Live
September 28, 2024
in କ୍ରୀଡ଼ା
0
ଏଣିକି ଆଇପିଏଲର ପ୍ରତି ମ୍ୟାଚରେ ଭାରତୀୟ ଖେଳାଳିଙ୍କୁ ମିଳିବ ଏତିକି ଟଙ୍କା, ଜୟ ଶାହା କହିଲେ..
0
SHARES
19
VIEWS
FacebookTwitter

ସଂଚାର ବ୍ୟୁରୋ: ଆଇପିଏଲରେ ଏଣିକି ଯେଉଁ ଭାରତୀୟ ଖେଳାଳି ଚୁକ୍ତିବଦ୍ଧ ହେବେ, ସେମାନଙ୍କୁ ପ୍ରତି ମ୍ୟାଚ୍ ପିଛା ୭.୫ ଲକ୍ଷ ଟଙ୍କାର ମ୍ୟାଚ୍ ଫି’ ମିଳିବ। ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ଜୟ ଶାହା ଏହି ବିଷୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଭାରତୀୟ କ୍ରିକେଟରମାନଙ୍କ ଉନ୍ନତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଶାହା କହିଛନ୍ତି, ଗୋଟିଏ ସିଜନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳୁଥିବା ଜଣେ କ୍ରିକେଟରଙ୍କୁ ତାଙ୍କ ଚୁକ୍ତି ରାଶି ବ୍ୟତୀତ ୧ କୋଟି ୫ ଲକ୍ଷ ଟଙ୍କା ମିଳିବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି’ ବାବଦରେ ୧୨.୬୦ କୋଟି ଟଙ୍କା ଆବଣ୍ଟନ କରିବେ। ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି ଜୟ ଶାହା କହିଛନ୍ତି।

In a historic move to celebrate consistency and champion outstanding performances in the #IPL, we are thrilled to introduce a match fee of INR 7.5 lakhs per game for our cricketers! A cricketer playing all league matches in a season will get Rs. 1.05 crores in addition to his…

— Jay Shah (@JayShah) September 28, 2024

ବିସିସିଆଇ ସଚିବ ଜୟ ଶାହ ଏକ୍ସରେ ଲେଖିଛନ୍ତି, ‘ଆଇପିଏଲରେ ନିରନ୍ତରତା ଏବଂ ଉନ୍ନତ ପ୍ରଦର୍ଶନର ଉତ୍ସବ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଆମେ ଆମ କ୍ରିକେଟରଙ୍କୁ ପ୍ରତି ମ୍ୟାଚ୍ ପାଇଁ ୭.୫ ଲକ୍ଷ ଟଙ୍କା ମ୍ୟାଚ୍ ଫି’ ଦେବା ପାଇଁ ରୋମାଞ୍ଚିତ ଅଛୁ । ଗୋଟିଏ ସିଜିନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳିଥିବା କ୍ରିକେଟରଙ୍କୁ ନିଜ ଅନୁବନ୍ଧ ରାଶି ବ୍ୟତୀତ ଅତିରିକ୍ତ ୧.୦୫ କୋଟି ଟଙ୍କା ମିଳିବ । ପ୍ରତ୍ୟେକ ଫ୍ରାଞ୍ଚାଇଜି ସିଜିନ୍ ପାଇଁ ମ୍ୟାଚ୍ ଫି’ ବାବଦକୁ ୧୨.୬୦ କୋଟି ଟଙ୍କା ଆବଣ୍ଟିତ କରିବେ । ଏହା ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏକ ନୂଆ ଯୁଗ ଅଟେ ।’

Tags: cricketindiaipl
ShareTweetShareSend
Sanchar Live

Sanchar Live

Next Post
ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.